Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ନଖେଳି ବି ସମ୍ପୂର୍ଣ୍ଣ ଦରମା ପାଇବେ ଏହି ଖେଳାଳି

    Share on :
    ajab-Image
    Date: Apr 2, 2021    Views: 3370

    ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆହତ ହୋଇଥିବାରୁ ଶ୍ରେୟସ ଆୟର ଆଇପିଏଲ-୨୦୨୧ରୁ ଏକ ପ୍ରକାର ବାଦ ପଡ଼ିଛନ୍ତି । ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲସ ର ନେତୃତ୍ୱ ନେବା ସହ ଦଳକୁ ପ୍ଲେ ଅଫ ନେଇଥିବା ଶ୍ରେୟସ ଆଦୌ ମ୍ୟାଚ ଖେଳି ନପାରିଲେ ବି ଚୁକ୍ତି ମୁତାବକ ତାଙ୍କ ସମ୍ପୂର୍ଣ୍ଣ ଦରମା ୭ କୋଟି ପାଇବେ । ଶ୍ରେୟସଙ୍କ ଆଙ୍ଗୁଠିରେ ଏପି୍ରଲ ୮ ତାରିଖରେ ଅସ୍ତ୍ରୋପଚାର ହେବ । ଏଥିପାଇଁ ସେ ଚଳିତ ଋତୁରେ ଦିଲ୍ଲୀ ପାଇଁ ଖେଳିବା ସମ୍ଭାବନା ନାହିଁ । କିନ୍ତୁ କେନ୍ଦ୍ରୀୟ ଚୁକ୍ତିରେ ଥିବା ଖେଳାଳି ମାନେ ବୀମାଭୁକ୍ତ ଥିବାରୁ ଶ୍ରେୟସଙ୍କ ଦରମା ପ୍ରଭାବିତ ହେବ ନାହିଁ । ୨୦୧୧ ମସିହାରୁ ଏହା ଲାଗୁ ରହିଛି । 

    Maximum 500 characters

    Find Us on Facebook