Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଖେଳ ଖବର

ମୁଖ୍ୟ ଖବର

    ଘୁଞ୍ଚିପାରେ ଆଇପିଏଲ ଫାଇନାଲ

    Share on :
    ajab-Image
    Date: Jul 31, 2020    Views: 3625

    ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ୧୩ଶ ସଂସ୍କରଣ ଚଳିତ ବର୍ଷ ୟୁନାଇଟେଡ ଆରବ ଏମିରେଟସରେ ସେପ୍ଟେମ୍ବର ୧୯ ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଖେଳାଯିବ ବୋଲି ଗତ ସପ୍ତାହରେ ବିସିସିଆଇ ଘୋଷଣା କରିଥିଲା । ତେବେ ଆଇପିଏଲର ଫାଇନାଲ ମ୍ୟାଚ ୨ ଦିନ ଘୁଞ୍ଚାଇ ନଭେମ୍ବର ୮ ବଦଳରେ ୧୦ ରେ ଆୟୋଜନ କରିବାକୁ ବିଚାରବିମର୍ଷ ଚାଲିଛି । ଦୀପାବଳି ସପ୍ତାହର ଫାଇଦା ଉଠାଇବା ପାଇଁ ଆଇପିଏଲ ସିଧା ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ସ୍ପୋର୍ଟସ ଦାବି କରିବାରୁ ନଭେମ୍ବର ୧୦ରେ ଆଇପିଏଲ ଫାଇନାଲ ଖେଳା ଯାଇପାରେ ବୋଲି ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପକ୍ରକାଶ । ତେବେ ଶନିବାର ରୁ ସୋମବାର ପର୍ଯ୍ୟନ୍ତ ଆଇପିଏଲ ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନସିଲ)ର ବୈଠକ ପରେ ବିଧିବଦ୍ଧ ଭାବେ ଏହା ବିଷୟରେ ଘୋଷଣା ହୋଇପାରେ ।

    Maximum 500 characters

    ଖେଳ ଖବର View all

    Find Us on Facebook