Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ଆଇଏଏସସ୍ତରରେ ଅଦଳବଦଳ, ଜାଣନ୍ତୁ କିଏ ପାଇଲେ କେଉଁ ଦାୟିତ୍ୱ

    Share on :
    ajab-Image
    Date: Sep 9, 2020    Views: 3292

    ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି  । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  ।

    ଅରିନ୍ଦମ ଡାକୁଆ : ନିଦେ୍ର୍ଧଶକ, ସ୍ୱତନ୍ତ୍ର ପ୍ରକଳ୍ପ, ପଂଚାୟତିରାଜ ବିଭାଗ
    ମଧୁସ୍ମିତା ସାହୁ : ଜଳସମ୍ପଦ ବିଭାଗ ଉପ ସଚିବ
    ଚଂଚଳ ରଣା : ବଲାଙ୍ଗୀର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ
    ଚକ୍ରବର୍ତୀ ସିଂହ ରାଠୋର : ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ
    ସିଦ୍ଧାର୍ଥ ଶଙ୍କର ସ୍ୱାଇଁ : ଅନୁଗୁଳ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ
    ସ୍ୱଧା ଦେବ ସ୍ୱାଇଁ : ନୂଆପଡ଼ା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ
    ମନୋଜ କୁମାର ମହାନ୍ତି : ରାଜସ୍ୱ ବିଭାଗ ଅତିରିକ୍ତ ସଚିବ
    ଦତାତ୍ରେୟ ଭାଉସାହେବ ସିନେ୍ଧ : ଗଞ୍ଜାମ ପିଡ଼ି ଡିଆରଡ଼ିଏ
    ସିଦେ୍ଧଶ୍ୱର ବଳିରାମ ବନ୍ଦାର :  ବ୍ରହ୍ମପୁର ମହାନଗର ନିଗମ କମିଶନର
    କୀର୍ତି ଭାସ ଭି : ବ୍ରହ୍ମପୁର ଉପ ଜିଲ୍ଲାପାଳ
    ଜେ. ସୋନାଲ : ଗୁଣୁପୁର ଉପଜିଲ୍ଲାପାଳ

     

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook