ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅରିନ୍ଦମ ଡାକୁଆ : ନିଦେ୍ର୍ଧଶକ, ସ୍ୱତନ୍ତ୍ର ପ୍ରକଳ୍ପ, ପଂଚାୟତିରାଜ ବିଭାଗ
ମଧୁସ୍ମିତା ସାହୁ : ଜଳସମ୍ପଦ ବିଭାଗ ଉପ ସଚିବ
ଚଂଚଳ ରଣା : ବଲାଙ୍ଗୀର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ
ଚକ୍ରବର୍ତୀ ସିଂହ ରାଠୋର : ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ
ସିଦ୍ଧାର୍ଥ ଶଙ୍କର ସ୍ୱାଇଁ : ଅନୁଗୁଳ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ
ସ୍ୱଧା ଦେବ ସ୍ୱାଇଁ : ନୂଆପଡ଼ା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ
ମନୋଜ କୁମାର ମହାନ୍ତି : ରାଜସ୍ୱ ବିଭାଗ ଅତିରିକ୍ତ ସଚିବ
ଦତାତ୍ରେୟ ଭାଉସାହେବ ସିନେ୍ଧ : ଗଞ୍ଜାମ ପିଡ଼ି ଡିଆରଡ଼ିଏ
ସିଦେ୍ଧଶ୍ୱର ବଳିରାମ ବନ୍ଦାର : ବ୍ରହ୍ମପୁର ମହାନଗର ନିଗମ କମିଶନର
କୀର୍ତି ଭାସ ଭି : ବ୍ରହ୍ମପୁର ଉପ ଜିଲ୍ଲାପାଳ
ଜେ. ସୋନାଲ : ଗୁଣୁପୁର ଉପଜିଲ୍ଲାପାଳ
Comments ସମସ୍ତ ମତାମତ