Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ସ୍ୱାସ୍ଥ୍ୟ ସଚିବଙ୍କ ବଦଳି

    Share on :
    ajab-Image
    Date: May 13, 2020    Views: 3100

    ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ! ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କୁ ବଦଳି କରାଯାଇଛି ! ତାଙ୍କୁ ଶକ୍ତି ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି ! ସେହିପରି 1994 ବ୍ୟାଚ ଆଇଏଏସ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି ! କେନ୍ଦ୍ରରୁ ଫେରିବା ପରେ ତାଙ୍କୁ ଜିଏ ବିଭାଗର OSD ଭାବେ ଅବସ୍ଥାପିତ କରାଯାଇଥିଲା ! ସେହିପରି 1995 ବ୍ୟାଚ ଆଇଏଏସ ଵିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି ! ଏବେ ସେ ଶକ୍ତି ବିଭାଗର ପ୍ରମୁଖ ସଚିବ ଅଛନ୍ତି !

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook