Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଓହାନରେ ତଥ୍ୟ ଲୁଚାଯାଇଥିଲା : ହକଂ ବିଶେଷଜ୍ଞ

    Share on :
    ajab-Image
    Date: Jul 31, 2020    Views: 3989

    ଲଣ୍ଡନ: ହଂକଂରୁ ବି୍ରଟେନ ପଳାଇ ଆସିଥିବା ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ୟୁଏନ ଜ୍ୟୋକ ୟଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ ଓହାନରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ଚୀନ ସେ ସମ୍ପର୍କିତ ତଥ୍ୟ ଲୁଚାଇଥିଲା । ଓହାନର ସରକାରୀ ଅଧିକାରୀମାନେ ଏ ସମ୍ପର୍କିତ ଅନେକ ପ୍ରମାଣ ନଷ୍ଟ କରିଦେବା ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ ଭାଇରସକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ନଥିଲେ । ତାଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ସେ ଚଳିତ ଜାନୁଆରୀରେ ଓହାନକୁ ଯାଇଥିଲେ । ଚୀନର ନ୍ୟାସନାଲ ହେଲଥ ମିଶନ ଦ୍ୱାରା ତାଙ୍କୁ ସେଠାକୁ ପଠାଯାଇଥିଲା । ଓହାନର ପରିସ୍ଥିତିକୁ ସେ ନିଜ ଆଖିରେ ଦେଖିଛନ୍ତି । କେବଳ ହୁବେଇ ପ୍ରଦେଶରେ (ଓହାନ ଏହି ପ୍ରଦେଶର ରାଜଧାନୀ ଅଟେ) କରୋନା ଦ୍ୱାରା ୨୨ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିଲେ । ଏହା ଚୀନ ସରକାରଙ୍କ ଦ୍ୱାରା ଦର୍ଶାଯାଇଥିବା ସଂଖ୍ୟାଠାରୁ ୩୨ ଗୁଣ ଅଧିକ ଅଟେ । କିନ୍ତୁ ଚୀନ କହିଛି କି ଉକ୍ତ ଗବେଷକ ଆମେରିକାର ପ୍ରରୋଚନାରେ ତା’କୁ ବଦନାମ କରିବା ପାଇଁ ଏପରି ବୟାନ ଦେଉଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook