Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛତିଶଗଡ଼ ସୁକମାରେ ଏନକାଉଣ୍ଟର. ୪ ମାଓବାଦୀ ନିହତ

banner

ସଂସ୍କୃତି

ମୁଖ୍ୟ ଖବର

    ସ୍ପେନର ହୋଲି ଟମାଟୋ ବ୍ୟାଟଲ ବା ‘ଲା ଟୋମାଟିନା’

    Share on :
    ajab-Image
    Date: Mar 9, 2020    Views: 2779

    ସ୍ପେନରେ ହେଉଥିବା ଗ୍ରୀଷ୍ମକାଳୀନ ପର୍ବ ଗୁଡ଼ିକ ଭିତରୁ ‘ଲା ଟୋମାଟିନା’ ଅନ୍ୟତମ । ସ୍ପେନର ବୁନୋଲ ପାଖରେ ଥିବା ଭାଲେନସିଆନ ସହରରେ ଅଗଷ୍ଟ ମାସର ଶେଷ ରବିବାରରେ ଏହା ପାଳନ କରାଯାଏ । ଲୋକମାନେ ପରସ୍ପର ଉପରକୁ ଟମାଟୋ ଫିଙ୍ଗିଥାଆନ୍ତି । ସେଦିଦିନ ୧୧ ଟାରୁ ଆରମ୍ଭ ହୋଇ ଗୋଟାଏ ପର୍ୟ୍ୟନ୍ତ ଏହା ଚାଲିଥାଏ । ପର୍ବ ସରିବା ପରେ ରାସ୍ତାରେ ଲାଲ ନଦୀର ଭ୍ରମ ସୃଷ୍ଟି ହୋଇଥାଏ ।

    Maximum 500 characters

    ସଂସ୍କୃତି View all

    Find Us on Facebook