Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଆଂଚଳିକ

ମୁଖ୍ୟ ଖବର

    ଜଳିଗଲେ ୨୦୦ କୁକୁଡ଼ା

    Share on :
    ajab-Image
    Date: Feb 13, 2020    Views: 2759

    ସୋର: କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ । ଆଉ ଏହି ଅଗ୍ନିକାଣ୍ଡରେ ୨୦୦ରୁ ଊଦ୍ଧ୍ୱର୍  କୁକୁଡ଼ା ଜଳିଯାଇଛି ।  ବାଲେଶ୍ୱର ଜିଲ୍ଲା  ସୋର ବ୍ଲକ ବାରିକପୁର ନିକଟରେ ଏହି ଘଟଣା ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ । 

    Maximum 500 characters

    ଆଂଚଳିକ View all

    Find Us on Facebook