ହାଟଡ଼ିହୀ ( ମନମୋହନ ..."/> ହାଟଡ଼ିହୀ ( ମନମୋହନ ...">
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆନନ୍ଦପୁର କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

    Share on :
    ajab-Image
    Date: Jan 25, 2021    Views: 4759

    ହାଟଡ଼ିହୀ ( ମନମୋହନ ନାୟକ )
    କେନ୍ଦୁଝର ଜିଲ୍ଲା ହାଟଡି଼ହୀ ବ୍ଲକ, ଆନନ୍ଦପୁର ବ୍ଲକ ଓ  ନଗର କଂଗ୍ରେସ କମିଟି ତରଫରୁ ହାଟଡି଼ହୀ ବ୍ଲକ ଶଙ୍ଖଣା ଠାରେ ଏକ ସାଙ୍ଗଠନିକ ଆଲୋଚନା ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉତ୍ସବ ରେ ପୂର୍ବତନ ବିଧାୟକ ଜୟଦେବ ଯେନା, ପୂର୍ବତନ ରାଜ୍ୟ ଯୁବ ସଭାପତି ସଂଗ୍ରାମ କେଶରୀ ଯେନା, ଜିଲ୍ଲା ପର୍ଯ୍ୟବେକ୍ଷକପ୍ରଫୁଲ କୁମାର ମାଝୀ, ବରିଷ୍ଠ ନେତା ଅଲେଖ ଚନ୍ଦ୍ର ମଲ୍ଲିକ,  ଜିଲ୍ଲା  ଯୁବ ସଭାପତି ବିପ୍ଳବ ମିଶ୍ର, ନଗର ସଭାପତି ମୁରଲୀ ବେହେରା, ସନାତନ ମହାପାତ୍ର, ପ୍ରମୋଦ ପୃଷ୍ଟି, କୃଷ୍ଣଚନ୍ଦ୍ର ସୁଆର, କୃଷ୍ଣଚନ୍ଦ୍ର ଜେନା, ନିକୁଞ୍ଜ ମିଶ୍ର  ଙ୍କ ସମେତ ବାବୁଲା କାଣ୍ଡି, ହାଡିବନ୍ଧୁ ଖୁଣ୍ଟିଆ, ନିମାଇଁ ସାମଲ, ଅଭିମନ୍ୟୁ ଜେନା, ସୁରେନ୍ଦ୍ର ଜେନା, ରବୀନ୍ଦ୍ର ରାଉତ, ବଳରାମ ରାଉତ, ମଧୁସୂଦନ ମଲିକ, ସୁଦାମ ବିଶ୍ୱାଳ, ପ୍ରଶାନ୍ତ ସ୍ୱାଇଁ, ସହଦେଵ ମହାଳିକ ପ୍ରମୁଖ ବହୁ ସଂଖ୍ୟା ରେ କର୍ମୀ ଉପସ୍ଥିତ ଥିଲେ l

    Maximum 500 characters

    ରାଜନୀତି View all

    Find Us on Facebook