Share on :
0
Date: Jan 25, 2021 Views: 4759
ହାଟଡ଼ିହୀ ( ମନମୋହନ ନାୟକ )
କେନ୍ଦୁଝର ଜିଲ୍ଲା ହାଟଡି଼ହୀ ବ୍ଲକ, ଆନନ୍ଦପୁର ବ୍ଲକ ଓ ନଗର କଂଗ୍ରେସ କମିଟି ତରଫରୁ ହାଟଡି଼ହୀ ବ୍ଲକ ଶଙ୍ଖଣା ଠାରେ ଏକ ସାଙ୍ଗଠନିକ ଆଲୋଚନା ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉତ୍ସବ ରେ ପୂର୍ବତନ ବିଧାୟକ ଜୟଦେବ ଯେନା, ପୂର୍ବତନ ରାଜ୍ୟ ଯୁବ ସଭାପତି ସଂଗ୍ରାମ କେଶରୀ ଯେନା, ଜିଲ୍ଲା ପର୍ଯ୍ୟବେକ୍ଷକପ୍ରଫୁଲ କୁମାର ମାଝୀ, ବରିଷ୍ଠ ନେତା ଅଲେଖ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ଯୁବ ସଭାପତି ବିପ୍ଳବ ମିଶ୍ର, ନଗର ସଭାପତି ମୁରଲୀ ବେହେରା, ସନାତନ ମହାପାତ୍ର, ପ୍ରମୋଦ ପୃଷ୍ଟି, କୃଷ୍ଣଚନ୍ଦ୍ର ସୁଆର, କୃଷ୍ଣଚନ୍ଦ୍ର ଜେନା, ନିକୁଞ୍ଜ ମିଶ୍ର ଙ୍କ ସମେତ ବାବୁଲା କାଣ୍ଡି, ହାଡିବନ୍ଧୁ ଖୁଣ୍ଟିଆ, ନିମାଇଁ ସାମଲ, ଅଭିମନ୍ୟୁ ଜେନା, ସୁରେନ୍ଦ୍ର ଜେନା, ରବୀନ୍ଦ୍ର ରାଉତ, ବଳରାମ ରାଉତ, ମଧୁସୂଦନ ମଲିକ, ସୁଦାମ ବିଶ୍ୱାଳ, ପ୍ରଶାନ୍ତ ସ୍ୱାଇଁ, ସହଦେଵ ମହାଳିକ ପ୍ରମୁଖ ବହୁ ସଂଖ୍ୟା ରେ କର୍ମୀ ଉପସ୍ଥିତ ଥିଲେ l
Comments ସମସ୍ତ ମତାମତ