Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ସୁନା ଦରରେ ଲାଗୁନି ବ୍ରେକ, କେତେ ହେଲା ଜାଣନ୍ତୁ

    Share on :
    ajab-Image
    Date: Aug 8, 2020    Views: 3223

    ନୂଆଦିଲ୍ଲୀ: କ୍ରମାଗତ ଭାବେ ୧୬ ଦିନ ଧରି ବଜାରରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିବାରେ ଲାଗିଛି । ପ୍ରତ୍ୟେକ ଦିନ ସୁନା ଓ ରୂପା ମୂଲ୍ୟରେ ନୂଆ ନୂଆ ରେକର୍ଡ ପ୍ରତିଷ୍ଠା ହେଉଛି । ଏଭଳି ସ୍ଥିତିରେ ଏବେ ଘରୋଇ ବଜାରରେ ସୁନା ଦର ୫୭ ହଜାର ଟଙ୍କା ଓ ରୂପା ମଳଲ୍ୟ ୭୭,୦୦୦ ଟଙ୍କା ଟପିଛି । ସମ୍ପ୍ରତି କୋଭିଡ-୧୯ କୁ ନେଇ ବିଶ୍ୱ ଷ୍ଟକ ବଜାରରେ ମାନ୍ଦାବସ୍ଥା ଛାଇ ରହିଥିବା ଯୋଗୁଁ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍ୟମ ଭାବେ ବିବେଚନା କରୁଛନ୍ତି । ଫଳସ୍ୱରୂପ ଅନ୍ତର୍ଜାତୀୟ ବଜାରରେ ସୁନା ଢେ଼ଳ ବଢ଼ିଯାଇଛି । ଏଥିଯୋଗୁଁ ବିଦେଶୀ ତଥା ଘରୋଇ ବଜାରରେ ସୁନା ମହଙ୍ଗା ହୋଇଛି । ରାଜଧାନୀ ନୂଆଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭,୦୦୮ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା କିଲୋ ପିଛା ୭୭,୦୦୦ ଟଙ୍କା ଟପିବା ପ୍ରଥମ ଘଟଣା । 

     

    Maximum 500 characters

    ଅର୍ଥନୀତି View all

    Find Us on Facebook