ମୁଖ୍ୟ ଖବର
ଭୁବନେଶ୍ୱର: ଚିତ୍ରକୋଣ୍ଡା ପଳାସଦର ଗାଁ ପାଖରୁ ୧୭ କ୍ୱିଂଟାଲ ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ପେଟ୍ରୋଲିଂ ବେଳେ ପୋଲିସ୍ ଏମାନଙ୍କୁ ଧରିଛି । ଚାଲାଣକାରୀ ଚମ୍ପଟ ମାରିଥିବା ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
Comments ସମସ୍ତ ମତାମତ