Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

    Share on :
    ajab-Image
    Date: Apr 8, 2021    Views: 3481

    ଭୁବନେଶ୍ୱର: ଚିତ୍ରକୋଣ୍ଡା ପଳାସଦର ଗାଁ ପାଖରୁ ୧୭ କ୍ୱିଂଟାଲ ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ପେଟ୍ରୋଲିଂ ବେଳେ ପୋଲିସ୍ ଏମାନଙ୍କୁ ଧରିଛି । ଚାଲାଣକାରୀ ଚମ୍ପଟ ମାରିଥିବା ସୂଚନା ମିଳିଛି ।  ଜବତ ଗଞ୍ଜେଇର  ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook