Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମକର ବୁଡ଼କୁ ଗଲାବେଳେ ଗଣଦୁଷ୍କର୍ମ

    Share on :
    ajab-Image
    Date: Jan 14, 2021    Views: 4680

    ବାରିପଦା:  ମକର ବୁଡ଼ ପକାଇବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।  ଏନେଇ ଟାଉନଥାନାରେ ଏତଲା ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । 
    ମକର ବୁଡ଼ ପକାଇବାକୁ ଆଜି ଭୋରରୁ ଯୁବତୀ ଜଣକ ଘରୁ ବାହାରିଥିଲେ ।  ତେବେ ଏକୁଟିଆ ଯିବା ବେଳେ ସେହି ସାହିର ୨ ଜଣ ଯୁବକ ତାଙ୍କୁ ଉଠାଇ ନେଇଥିଲେ ।  ଉଠାଇ ନେବା ପରେ ୨ ଯୁବକ ଏକ ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିଲେ ।  ଏନେଇ ଯୁବତୀ ଜଣକ ଟାଉନ ଥାନାରେ ଏତଲା ଦେଇଥିଲେ । ପରେ ପୁଲିସ ଅଭିଯୁକ୍ତ ୨ ଜଣଙ୍କୁ ଗିରଫ କରିଛି । 

    Maximum 500 characters

    ତାଜା ଖବର View all

    Find Us on Facebook