ମୁଖ୍ୟ ଖବର
କେବଳ ଯେ ଘରେ ଫି୍ରଜ୍ ରଖିଦେଲେ ଚଳିବନି, ଏହାର ଉତ୍ତମ ଯତ୍ନ ମଧ୍ୟ ନେବାକୁ ପଡେ଼ । ମାସକୁ ଅନ୍ତତଃ ଥରେ ଫି୍ରଜକୁ ସଫା କରନ୍ତୁ । ମନେ ରଖିବେ ଯେପରି ଏଇ ସମୟରେ ଫି୍ରଜକୁ ବିଦୁ୍ୟତ ସରବରାହ ବନ୍ଦ ରହିବ ।
ପରିବା ଷ୍ଟୋରେଜ ଟ୍ରେକୁ ସପ୍ତାହରେ ୨-୩ ଥର ପରିଷ୍କାର କରିବା ଉଚିତ । ନଚେତ ପୋକ ଏହା ମଧ୍ୟରେ ରହି ଅନ୍ୟ ଖାଦ୍ୟକୁ ବିଷାକ୍ତ କରିବାର ଭୟ ରହିଛି ।
ଋତୁ ଅନୁସାରେ, ଫି୍ରଜ ଭିତରର ତାପମାତ୍ରାକୁ ନିୟମିତ ଭାବେ ପରିବର୍ତ୍ତନ କରନ୍ତୁ । ଏ ସଂକ୍ରାନ୍ତରେ ଗ୍ରାହକ ସେବା କେନ୍ଦ୍ର ସହ ଯୋଗାଯୋଗ କରିବା ମଧ୍ୟ ଆବଶ୍ୟକ ।
ଯେ କୌଣସି ଖାଦ୍ୟ ରଖୁଛନ୍ତି, ତାହାକୁ ଷ୍ଟିଲ ଡବାରେ ରଖିବା ଉଚିତ । ପ୍ଲାଷ୍ଟିକ ଡବାର ବ୍ୟବହାର ଫି୍ରଜରେ ବନ୍ଦ କରିଦିଅନ୍ତୁ ।
Comments ସମସ୍ତ ମତାମତ