Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ରକ୍ତଚାପ ଅନୁସାରେ ଖାଦ୍ୟ

    Share on :
    ajab-Image
    Date: Nov 1, 2019    Views: 11

    ଗବେଷଣାରୁ ପ୍ରକାଶିତ ଯେ ଏ ଗ୍ରୁପ୍ ରକ୍ତ ଥିବା ବ୍ୟକ୍ତିମାନେ ଦୁଗ୍ଧ ଜାତୀୟ ଖାଦ୍ୟ ଖାଇଲେ ସେମାନଙ୍କର ହଜମ ଭଲ ଭାବେ ହୋଇନଥାଏ । ଏପରିକି ଆମିଷ ଖାଦ୍ୟ ଏହି ବ୍ୟକ୍ତିମାନେ ଖାଇଲେ ସେମାନଙ୍କ ପାଚନ କି୍ରୟାରେ ଅସୁବିଧା ହୋଇଥାଏ । ସେଥିପାଇଁ ଏ ଗ୍ରୁପ ଧାରୀ ବ୍ୟକ୍ତିମାନେ ଏସବୁ ଖାଦ୍ୟ ନ ଖାଇବା ଉଚିତ । ଏମାନେ ଶାକାହାରୀ ଖାଦ୍ୟ ସହ ବିନ୍ସ ଓ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ।
    ବିଗ୍ରୁପ୍ ଧାରୀ ବ୍ୟକ୍ତିମାନେ ବାଦାମ, ପେସ୍ତାବାଦାମ, ସୋରିଷ ଓ ମକାକୁ ସହଜରେ ହଜମ କରିପାରନ୍ତି ନାହିଁ । ଏମାନେ ଆମିଷ ସହ ଦୁଗ୍ଧଜାତୀୟ ଦ୍ରବ୍ୟ ଆବଶ୍ୟକ ପରିମାଣରେ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ।
    ଓ ଗ୍ରୁପ ଧାରୀ ବ୍ୟକ୍ତି ମଧ୍ୟ ଖାଦ୍ୟ ବାବଦରେ ସଚେତନ ରହିବା ଜରୁରୀ । ରାଜମା, କାବୁଲି, ଚଣା ଇତ୍ୟାଦି ସେମାନେ ଖାଇଲେ ସହଜରେ ହଜମ କରିପାରିନଥାନ୍ତି । ସେଥିପାଇଁ ସେମାନେ ଏ ସବୁ  ନଖାଇବା ଭଲ । ଏମାନେ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ଏହା ସହ ନିୟମିତ ପରିବା ସିଝା ଖାଇବା ଉତ୍ତମ ବୋଲି ଗବେଷଣାରୁ ପ୍ରକାଶିତ ।
    ଏ ବି’ ଗ୍ରୁପଧାରୀ ବ୍ୟକ୍ତି ସମସ୍ତ ପ୍ରକାର ଖାଦ୍ୟ ସହଜରେ ହଜମ କରିପାରିଥାନ୍ତି । ଏମାନେ ସମସ୍ତ ଖାଦ୍ୟକୁ ହଜମ କରିପାରୁଥିବାରୁ ଗବେଷକମାନେ ଏହି ମତ ଦେଇଛନ୍ତି ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook