Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏମାନଙ୍କ ପାଇଁ ମାଛି ପିଠା ପୁଷ୍ଟିକର!

    Share on :
    ajab-Image
    Date: Mar 4, 2021    Views: 2764

    ପ୍ରତି ବଷ ବର୍ଷା ଋତୁରେ ଆଫି୍ରକା ମହାଦେଶ ଅନ୍ତର୍ଗତ ଭିକ୍ଟୋରିଆ ହ୍ରଦ କୂଳରେ ଏକ ପ୍ରଜାତିର କ୍ଷୁଦ୍ର ମାଛି କୋଟି କୋଟି ସଂଖ୍ୟାରେ ଜନ୍ମ ହୁଅନ୍ତି । ଗଛ-ପତ୍ର, ଘର-ଦ୍ୱାର, ରାସ୍ତାଘାଟ ଚାରିଆଡେ଼ ଛାଇଯାଆନ୍ତି । ଆଉ ଖାସ ଏହି ମାଛିଙ୍କୁ ଖାଇବା ପାଇଁ ଅନ୍ୟ ଆଡୁ ଆସି ପହଞ୍ଚନ୍ତି ହଜାର ହଜାର ପକ୍ଷୀ । ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏହି ମାଛି ପୁଷ୍ଟିକର । ତେଣୁ ସେମାନେ ମଧ୍ୟ ମାଛି ଧରାରେ ବ୍ୟସ୍ତ ରହନ୍ତି । ସାରା ବର୍ଷା ଋତୁ ମାଛି ଦ୍ୱାରା ପ୍ରସ୍ତୁତ ଏକ ପ୍ରକାରର ପିଠା ସେମାନଙ୍କର ମୁଖ୍ୟ ଖାଦ୍ୟ ।

    Maximum 500 characters

    ବିଶେଷ View all

    Find Us on Facebook