ମୁଖ୍ୟ ଖବର
ଭୁବନେଶ୍ୱର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ନିଅାଁ ଲାଗିଯାଇଛି । ନିଅାଁ ଲାଗିଯିବାରୁ ରାୟପୁରରେ ବିମାନର ଜରୁରୀ ଅବତରଣ କରାଯାଇଛି । ତେବେ ନିଅାଁ କେମିିତି ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ବିମାନରେ 89 ଜଣ ଯାତ୍ରୀ ଯାତ୍ରା କରୁଥିବାବେଳେ ସମସ୍ତେ ସୁରକ୍ଷିତ ଥିବା ଜାଣିବାକୁ ମିଳିଛି ।
Comments ସମସ୍ତ ମତାମତ