ମୁଖ୍ୟ ଖବର
କଟକ: କଟକ: କଟକସ୍ଥିତ ବୋର୍ଡ ଅଫ ରେଭିନୁ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ବୋର୍ଡ ଅଫ ରେଭିନୁ୍ୟ କୋଠାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଫିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ତେବେ ନିଆଁ କେମିତି ଲାଗିଲା ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ ।
Comments ସମସ୍ତ ମତାମତ