Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ରାଜ୍ୟ ଖବର

ମୁଖ୍ୟ ଖବର

    ବୋର୍ଡ ଅଫ ରେଭିନୁ୍ୟରେ ଅଗ୍ନିକାଣ୍ଡ

    Share on :
    ajab-Image
    Date: Feb 15, 2020    Views: 3884

    କଟକ: କଟକ: କଟକସ୍ଥିତ ବୋର୍ଡ ଅଫ ରେଭିନୁ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି ।  ବୋର୍ଡ ଅଫ ରେଭିନୁ୍ୟ  କୋଠାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଫିସ କର୍ମଚାରୀ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।  ତେବେ ନିଆଁ କେମିତି ଲାଗିଲା ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook