Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କୃଷି ଋଣ ପରିଶୋଧ ଅବଧି ବଢ଼ିଲା

    Share on :
    ajab-Image
    Date: May 14, 2020    Views: 3964

    ଭୁବନେଶ୍ୱର : ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟିର ସମନ୍ୱିତ ପ୍ୟାକେଜ ଘୋଷଣା କରିଛନ୍ତି  । ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଏନେଇ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ  । ପ୍ରଥମ ପର୍ଯ୍ୟାୟ ଘୋଷଣାରେ ଏମଏସଏମଇ ଉଦ୍ୟୋଗଗୁଡ଼ିକୁ ଋଣ, ଡିସକମ ଓ ମାଇକ୍ରୋ ଫାଇନାନ୍ସ କମ୍ପାନୀକୁ ପ୍ରୋତ୍ସାହନ, ଟିଡ଼ିଏସ ହ୍ରାସ ଆଦି ଉପରେ ଫୋକସ କରାଯାଇଥିଲା  । ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା ଅବକାଶରେ କୃଷି ଉପରେ ଗୁରୁତ୍ୱାରୋପ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମନ  । 

    ୧. ଦେଶାନ୍ତରୀ ଶ୍ରମିକ, ଠେଲା ଦୋକାନୀ, କ୍ଷୁଦ୍ର ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ୯ଟି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଛି  ।

    ୨. ୩ କୋଟି କ୍ଷୁଦ୍ର ଚାଷୀ ୪.୨୨ ଲକ୍ଷ କୋଟି ଟଙ୍କାର ଋଣ ନେଇଛନ୍ତି  । ସେମାନଙ୍କ ଋଣ ଉପରେ ୩ ମାସର ମୋରାଟୋରିୟମ ଦିଆଯାଇଛି  ।

    ୩. କୃଷି ଋଣ ପରିଶୋଧ ଅବଧି ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଗଲା  । 

    ୪ . ୨୫ ଲକ୍ଷ ନୂଆ କିଷାନ କ୍ରେଡ଼ିଟ କାଡର଼୍ଧାରୀଙ୍କ ପାଇଁ ୨୫ ହଜାର କୋଟି ଟଙ୍କା ଋଣ  ।

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook