Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ବ୍ୟାୟାମ କରୁଥିଲେ ସତର୍କତା

    Share on :
    ajab-Image
    Date: Nov 5, 2019    Views: 9

    ସବୁଠୁ ମୁଖ୍ୟକଥା ହେଲା ଯେ ରାତିରେ ପର୍ଯ୍ୟାପ୍ତ ପରିମାଣରେ ଶୋଇବେ, ପରେ ବ୍ୟାୟାମ କରନ୍ତୁ । ଅଧା ନିଦରେ ବ୍ୟାୟାମ କଲେ ତାହା କୌଣସି ଲାଭ ଫଳ ପ୍ରଦାନ କରେ ନାହିଁ ।
    ପ୍ରଥମେ କିଛି ସମୟ ୱାର୍ମ ଅପ କରିବା ପରେ ହିଁ ବ୍ୟାୟାମ ଆରମ୍ଭ କରିବା ଉଚିତ । ଯେପରି ୫-୭ ମିନିଟ୍ ଯୋଗାଭ୍ୟାସ କିମ୍ବା ଚଲାବୁଲା କରିବା ପରେ ବ୍ୟାୟାମ କରନ୍ତୁ ।
    ଆରମ୍ଭ ଦିନରୁ ଅଧିକ ସମୟ ବ୍ୟାୟାମ କଲେ ତାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ନିଶ୍ଚିତ । ପ୍ରଥମେ ୧୫ ମିନିଟ, ପରେ ୨୫ ମିନିଟ୍ ଏହା ପରେ ସମୟ କ୍ରମେ ବ୍ୟାୟାମର ସମୟସୀମା ବଢ଼ାଇପାରିବେ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook