Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପିଲାଙ୍କ ପରୀକ୍ଷା ଖାତା ଦେଖିବେ ଅଭିଭାବକ

    Share on :
    ajab-Image
    Date: Feb 3, 2020    Views: 3798

    ଭୁବନେଶ୍ୱର: ମାର୍ଚ୍ଚ ଶେଷରେ ଅଭିଭାବକ-ଶିକ୍ଷକଙ୍କ ବୈଠକରେ  ଅଭିଭାବକମାନେ ପିଲାଙ୍କ ପରୀକ୍ଷା ଖାତା ଦେଖିପାରିବେ ।  +୨, ମାଟ୍ରିକ ଓ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପରୀକ୍ଷା ନେଇ ବିଭାଗୀୟ ମନ୍ତ୍ରୀ ଏହା କହିଛନ୍ତି ।  ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, +୨ ଓ ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ କୌଣସି ଅସୁବିଧା ହେବନାହିଁ ।  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଖାତା ଅଭିଭାବକଙ୍କୁ ଦେଖାଯିବ । ମାର୍ଚ୍ଚ ଶେଷରେ ଅଭିଭାବକ-ଶିକ୍ଷକଙ୍କ ବୈଠକରେ  ପରୀକ୍ଷା ଖାତା ଦେଖାଯିବ ।  ଏଥିସହ ଗତଥର ଭଳି କଳାପଟାରେ ପ୍ରଶ୍ନପତ୍ର ଲେଖାନ ନହେବା ପାଇଁ ଆମେ ସଚେତନ ଅଛୁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

    Loading...

     

     

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook