Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆସନ୍ତା ୩ ମାସ ପାଇଁ ଇପିଏଫ ଦେବେ କେନ୍ଦ୍ର ସରକାର

    Share on :
    ajab-Image
    Date: May 13, 2020    Views: 3734

    ନୂଆଦିଲ୍ଲୀ: ଆସନ୍ତା ୩ ମାସ ପାଇଁ କେନ୍ଦ୍ର ସରକାର ଇପିଏଫ ବାବଦ ଅର୍ଥ ପ୍ରଦାନ କରିବେ  ।
    ୧. ଉଭୟ କର୍ମଚାରୀ ଓ ଉଦ୍ୟୋଗ ପାଇଁ ଇପିଏଫ ଅଂଶ କେନ୍ଦ୍ର ସରକାର ଦେବେ ।
    ୨. ଏହାଦ୍ୱାରା ୬୭୫୦ କୋଟିର ଲିକୁ୍ୟଡ଼ିଟି ସହାୟତା ମିଳିପାରିବ  ।
    ୩. ଆଗାମୀ ଦିନରେ ଉପôାଦନ ବୃଦ୍ଧିକୁ ଆଖିଆଗରେ ରଖି ଏଭଳି ନିଷ୍ପତି ନିଆଯାଇଛି  ।
    ୪. ଶ୍ରମିକ ଓ ଉଦ୍ୟୋଗ ଉପରେ ଇପିଏଫ ଚାପ ହ୍ରାସ କରିବା ନିମନ୍ତେ ଏହା ଉଦ୍ଧିଷ୍ଟ  ।
    ୫. ଇପିଏଫ ଅଂଶ ଆସନ୍ତା ୩ ମାସ ପାଇଁ ୧୨%ରୁ ୧୦%କୁ ହ୍ରାସ
    ୬. ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ କିନ୍ତୁ ନିଯୁକ୍ତିଦାତା ଭାବେ ୧୨% ଅଂଶ ପ୍ରଦାନ କରିବେ  ।
    ୭. ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଯେଉଁ କର୍ମଚାରୀମାନେ ୨୪% ଇପିଏଫ ସହାୟତା ପାଉନଥିବେ ସେମାନଙ୍କ ପାଇଁ ଏହା ଲାଗୁ କରାଯିବ  ।
    ୮. ଏହାଦ୍ୱାରା ୬.୫ ଲକ୍ଷ ଉଦ୍ୟୋଗ ଓ ୪.୩ କୋଟି କର୍ମଚାରୀ ଉପକୃତ ହେବେ  ।
    ୯. ୩ ମାସରେ ଏହାଦ୍ୱାରା ନିଯୁକ୍ତି ଦାତା ଓ କର୍ମଚାରୀମାନେ ୬୭୫୦ କୋଟିର ଲିକୁ୍ୟଡ଼ିଟି ସୁବିଧା ପାଇପାରିବେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook