Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବୃଦ୍ଧାଙ୍କୁ ଦଳିଦେଲା ହାତୀ

    Share on :
    ajab-Image
    Date: Jun 26, 2020    Views: 2433

    ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ରେଞ୍ଜ୍ ପୋଢ଼ବାହାଲ ଗାଁରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳିଦେଇଛି। କେନ୍ଦୁଡ଼ିହି ପଞ୍ଚାୟତ ଅନ୍ତର୍ଗତ ପୋଢ଼ବାହାଲ ଗାଁର ମିନି ଉରମାଲ୍(୭୭) ସକାଳୁ ଶୌଚ ପାଇଁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ମିନି ଉରମାଲଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ହେମଗିରି ବନ ରେଞ୍ଜର କର୍ମଚାରୀମାନେ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook