Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡ଼ମ୍ଫର ଚାଳକ ମୃତ

    Share on :
    ajab-Image
    Date: Feb 15, 2020    Views: 2455

    କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ତରପଦା ଗାଁରେ ଶନିବାର ଏକ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଡ଼ମ୍ଫର ଚାଳକ ମୃତ୍ୟୁ ହୋଇଛି। ଡ଼ମ୍ଫରରୁ ମାଲ ଖାଲି କରୁଥିବା ସମୟରେ ୧୧ କେଭି ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

    Maximum 500 characters

    ଆଂଚଳିକ View all

    Find Us on Facebook