Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

କଳା

ମୁଖ୍ୟ ଖବର

    ଘରେ ରହି ପୂଜା କରନ୍ତୁ: ଗଞ୍ଜାମ ଜିଲ୍ଲାପାଳ

    Share on :
    ajab-Image
    Date: Oct 16, 2020    Views: 2727

    ଭୁବନେଶ୍ୱର: କରୋନା ସମୟରେ ଆଡ଼ମ୍ବରଶୂନ୍ୟ  ଦୁର୍ଗା ପୂଜା କରାଯିବା  ପାଇଁ  ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଦୁର୍ଗା ମୂର୍ତ୍ତିର ଉଚ୍ଚତାକୁ ମଧ୍ୟ କମାଇ ଦିଆଯାଇଛି ।   ଏହାରି ଭିତରେ ଦୁର୍ଗା ପୂଜା ପାଇଁ କରୋନା ସତର୍କତା ନେଇ ଗଞ୍ଜାମ ଜିଲ୍ଲାପାଳ କିଛି ପରାମର୍ଶ ଦେଇଛନ୍ତି । 

    ସେ କହିଛନ୍ତି ଯେ, ବର୍ତ୍ତମାନ ଜିଲ୍ଲାରେ କରୋନା ସଂକ୍ରମଣ କମିଯାଇଛି ।  ପୂଜା ବେଳେ ସତର୍କ ରୁହନ୍ତୁ । ଘରେ ରହି ପୂଜା ପାଳନ କରନ୍ତୁ ।  ଶୀତ ଦିନ ଆସୁଥିବାରୁ ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ । ସାମାଜିକ ଦୂରତ୍ୱ ମାନିବା ସହ  ହାତ  ଧୋଇବା  ଓ ମାସ୍କ ପିନ୍ଧିବାକୁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । 

     

    Maximum 500 characters

    କଳା View all

    Find Us on Facebook