Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

କଳା

ମୁଖ୍ୟ ଖବର

    ଭୁବନେଶ୍ୱରରେ ଏମିତି ହେବ ଦୁର୍ଗା ପୂଜା

    Share on :
    ajab-Image
    Date: Oct 7, 2020    Views: 3278

    ଭୁବନେଶ୍ୱର: କରୋନା ସଂକ୍ରମଣ ସମୟରେ ଭୁବନେଶ୍ୱରରେ ଆଡ଼ମ୍ବରଶୂନ୍ୟ ପୂଜା କରାଯିବାକୁ ନିଷ୍ପତ୍ତି  ନିଆଯାଇଛି ।  ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।  ତେବେ ପୂଜାରେ କ’ଣ କରାଯିବ ଓ କ’ଣ ନକରାଯିବ ସେ ସମ୍ପର୍କରେ ଜାଣନ୍ତୁ

    ୧- ପୂଜାରେ ତୋରଣ ଓ ଆଲୋକ ଲାଗିବନି, ମାଇକ ବାଜିବନି
    ୨- କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ବିଚାର କରାଯିବ
    ୩- ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ
    ୪- ଘର ଘର ବୁଲି ଚାନ୍ଦା କରାଯିବନି, ସ୍ୱଇଚ୍ଛାରେ ଯିଏ ଯାହା ଦେବେ
    ୫- ଲୋକ ମଣ୍ଡପକୁ ନଆସି ଘରେ ରହି ପୂଜା ପାଳନ କରିବେ
    ୬- ମୂର୍ତ୍ତିର ଉଚ୍ଚତା ୪ରୁ  ୫ଫୁଟ ମଧ୍ୟରେ ରହିବ, ନିର୍ଦ୍ଧିଷ୍ଟ ଉଚ୍ଚତା ହେବ
    ୭- ରାବଣ ପୋଡ଼ି ହେବନାହିଁ କି ଭସାଣ ଉତ୍ସବ କରାଯିବ ନାହିଁ
    ୮- କେବଳ ମୂର୍ତ୍ତି ବିସର୍ଜନ ଜରାଯିବ

    Maximum 500 characters

    କଳା View all

    Find Us on Facebook