Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଆଂଚଳିକ

ମୁଖ୍ୟ ଖବର

    ଭଦ୍ରକରେ ଡ୍ରୋନ ସର୍ଭେଲାନ୍ସ

    Share on :
    ajab-Image
    Date: Apr 29, 2020    Views: 2912

    ଭଦ୍ରକ: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ବିଶେଷ କରି ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ କୋଲକାତା  ଫେରନ୍ତାଙ୍କ ପାଇଁ ପଜିଟିଭ ସଂଖ୍ୟା ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ ।  ତେବେ ଯେଉଁଠି କରୋନା ପଜିଟିଭ ବାହାରୁଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇ ସେଠାରେ ନଜର ରଖାଯାଉଛି । ଏହାରି ଭିତରେ ଭଦ୍ରକ ଜିଲ୍ଲାର କଣ୍ଟେନମେଣ୍ଟ ଜୋନରେ ଜିଲ୍ଲା ପ୍ରଶାସନ ପକ୍ଷରୁ  ସର୍ଭେଲାନ୍ସ ଆରମ୍ଭ କରାଯାଇଛି ।   ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ ଯୋଗେ ୫ଟି ବ୍ଲକରେ ସର୍ଭେଲାନ୍ସ ଆରମ୍ଭ କରାଯାଇଛି ।  ବାସୁଦେବପୁର, ବନ୍ତ, ଧାମନଗର ଓ ତିହିଡ଼ି ବ୍ଲକରେ ସର୍ଭେଲାନ୍ସ ଆରମ୍ଭ ହୋଇଛି ।  ଭଣ୍ଡାରୀପୋଖରୀର ତେସିଙ୍ଗା ପଞ୍ଚାୟତରୁ ଡ୍ରୋନ ସର୍ଭେଲାନ୍ସ ଆରମ୍ଭ କରାଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook