Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଡିସକମ ପାଇଁ ୯୦ ହଜାର କୋଟିର ଲିକୁ୍ୟଡ଼ିଟି

    Share on :
    ajab-Image
    Date: May 13, 2020    Views: 3093

    ୧. ଶକ୍ତି ବିତରଣ କରୁଥିବା କମ୍ପାନୀଗୁଡ଼ିକର ରାଜସ୍ୱ ହ୍ରାସ ପାଇଛି  ।

    ୨. ଚାହିଦା ହ୍ରାସ ପାଇଥିବାରୁ ଅର୍ଥ ସମସ୍ୟା ଦେଇ ଡିସକମଗୁଡ଼ିକ ଗତି କରୁଛନ୍ତି  ।

    ୩. ଶକ୍ତି ଉପôାଦନ ଓ ସଂଚରଣ କମ୍ପାନୀକୁ ଡିସକମଗୁଡ଼ିକ ୯୪ ହଜାର କୋଟି ଟଙ୍କା ପ୍ରଦାନ କରିବାର ଅଛି  ।

    ୪. ଏହାକୁ ଆଖିଆଗରେ ରଖି ଡିସକମଗୁଡ଼ିକୁ ୯୦ ହଜାର କୋଟିର ସହାୟତା ପ୍ରଦାନ କରାଯିବ  ।

    ୫. ରାଜ୍ୟ ସରକାର ଗ୍ୟାରେଂଟି ପଡ଼ିଲେ ଡିସକମଗୁଡ଼ିକୁ ଋଣ ପ୍ରଦାନ କରାଯିବ  ।

    ୬. ସ୍ୱତନ୍ତ୍ର କ୍ଷେତ୍ରରେ ସଂସ୍କାର ଅଣାଯିବ  । ଡିଜିଟାଲ ପେମେଂଟ ବ୍ୟବସ୍ଥା, ରାଜ୍ୟ ସରକାରଙ୍କ ନିକଟରେ ବକେୟା ପଡ଼ିଥିବା ଅର୍ଥର ଲିକୁ୍ୟଡ଼ିଟି, ଆର୍ଥôକ ଓ ପରିଚାଳନା କ୍ଷତି ହ୍ରାସ ପାଇଁ ଯୋଜନା କରାଯିବ  ।

    ୭. କେନ୍ଦ୍ରୀୟ ରାଷ୍ଟ୍ରାୟତ ଉପôାଦନ ଉଦ୍ୟୋଗଗୁଡ଼ିକ ଡିସକମକୁ ରିହାତି ପ୍ରଦାନ କରିବେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook