Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କିଏ ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି ଜାଣନ୍ତୁ

    Share on :
    ajab-Image
    Date: Feb 21, 2021    Views: 3918

    ଭୁବନେଶ୍ୱର: ଏସଟିଏଫ ଡିଆଇଜି  ଜୟନାରାୟଣ ପଙ୍କଜ ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି । ଗୃହ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବରେ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଯେଉଁଥିଲେ ଜେଏନ୍ ପଙ୍କଜଙ୍କୁ କେନ୍ଦ୍ରାଞ୍ଚଳ ଡିଆଇ ଭାବରେ ଦାୟିତ୍ୱ ତୁଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୦୫ ବ୍ୟାଚର ଏହି ଆଇପିଏସ୍ ଅଫିସର ଏବେ ଅତିରିକ୍ତ କେନ୍ଦ୍ରାଞ୍ଚଳ ଡିଆଇଜି ଭାବରେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook