Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସହରାଞ୍ଚଳ ବିକାଶ ପାଇଁ ୮୮୫ କୋଟି: ଧର୍ମେନ୍ଦ୍ର

    Share on :
    ajab-Image
    Date: Oct 13, 2020    Views: 4208

    ଭୁବନେଶ୍ୱର: ଓଡ଼ିଶାକୁ ସହରାଞ୍ଚଳ ବିକାଶ ପାଇଁ ୫ ବର୍ଷରେ ମୋଟ ୮୮୫.୫୮ କୋଟି ଟଙ୍କା  ମିଳିଛି ।  ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଟଳ ମିଶନ ‘ଅମୃତ’  ଯୋଜନାରେ ଏହି ଟଙ୍କା ମିଳିଥିବା ଶ୍ରୀ ପ୍ରଧାନ କହିଛନ୍ତି । 

    ସେ କହିଛନ୍ତି ଯେ, ‘ଅମୃତ’ ଯୋଜନାରେ ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ,  ପୁରୀ, ରାଉରକେଲା ଓ ସମ୍ବଲପୁର ପାଇଁ ବି ଅର୍ଥ ମିଳିଛି ।  ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା(ସାପ) ଅଧୀନରେ ୧୫୯୯ କୋଟି ମଞ୍ଜୁର ହୋଇଛି ।  ଏହା  ଓଡ଼ିଶା ସହରାଞ୍ଚଳ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook