Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏମିତି କରନ୍ତୁ ଧନିଆ ଚଟଣୀ, ହାତ ଚାଟିବେ

    Share on :
    ajab-Image
    Date: Feb 20, 2021    Views: 3406

    ଆବଶ୍ୟକ ସାମଗ୍ରୀ-
    ଧନିଆ ପତ୍ର, ତେନ୍ତୁଳୀ, ଲୁଣ, ତେଲ, ସୋରିଷ, ମେଥି, ଶୁଖିଲା ଲଙ୍କା, ହିଙ୍ଗୁ ।

    ପ୍ରସ୍ତୁତି ପ୍ରଣାଳୀ-
    ପ୍ରଥମେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ମେଥି ଏବଂ ଶୁ୍‌ଖିଲା ଲଙ୍କା ପକାଇ ଫ୍ରାଏ କରିବେ । ଏହା ଫ୍ରାଏ ହେବାପରେ ସେଥିରେ ହିଙ୍ଗୁ, ଅଳ୍ପ ତେନ୍ତୁଳି , ଧନିଆ ପତ୍ର , ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ଏହାପରେ ସେଥିରେ ଲୁଣ ପକାଇ ପୁଣି ଗ୍ରାଇଣ୍ଡିଂ କରିବେ । ତାପରେ ପୁଣି ଗ୍ୟାସ୍‌ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ସୋରିଷ ଏବଂ ଗ୍ରାଇଣ୍ଡିଂ କରି ରଖିଥିବା ମିଶ୍ରଣ ପକାଇ , ଭଲଭାବେ ମିକ୍ସ କରିବେ । କିଛି ସମୟ ଗୋଳାଇବା ପରେ ଗ୍ୟାସ୍ ବନ୍ଦ କରି , ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଧନିଆ ଚଟଣୀ । ଏବେ ଏହାର ମଜା ନେଇ ପାରିବେ ।

    Maximum 500 characters

    ବିଶେଷ View all

    Find Us on Facebook