Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମାନସିକ ଚାପର ଭୟାବହତା

    Share on :
    ajab-Image
    Date: Oct 17, 2020    Views: 2352

    କାମର ଚାପ, ପାରିବାରିକ ଅଶାନ୍ତି କାରଣରୁ ହିଁ ମାନସିକ ଅସ୍ଥିରତା ଆରମ୍ଭ ହୋଇଥାଏ। ପ୍ରଥମରୁ ଏହାର ଚିକିତ୍ସା ବିଶେଷଜ୍ଞଙ୍କ ପାଖରେ କରାନଗଲେ, ସମୟକ୍ରମେ ପରିସ୍ଥିତି ଜଟିଳ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।
    – ମନରେ ଅଶାନ୍ତି ବଢ଼ିବଢ଼ି ଅନେକଙ୍କର ମସ୍ତିଷ୍କ କୋଶିକା କୋମାକୁ ଚାଲିଯାଇଥାଏ। ବିଭିନ୍ନ ପ୍ରକାର ଅନୁଧ୍ୟାନ କରିବା ପରେ ଗବେଷକ ଏସବୁ ତଥ୍ୟ ପ୍ରକାଶ କରିଛନ୍ତି।
    – ଅବସାଦ, ଅଶାନ୍ତିରେ ରହିଲେ କୋର୍ଟିସଲ୍ ନାମକ ହରମୋନ୍‌‌ ସ୍ରାବ ହୁଏ। ଏହି ହରମୋନ୍ ଅଧିକ ପରିମାଣର ବାହାରିଲେ ମସ୍ତିଷ୍କ କୋଷିକାରେ ଛିଦ୍ର ହେବା ଆରମ୍ଭ କରେ।
    – ଏହା କାରଣରୁ ଅନେକ ଘଟଣା ମନରୁ ପାଶୋରିଯାଉ। ମାନସିକ ଅବସାଦରେ ରହୁଥିବା ରୋଗୀଙ୍କ ଚିକିତ୍ସା ଯଥା ଭାବେ କରାନଗଲେ ଦିନକୁଦିନ ସେମାନଙ୍କ ସମସ୍ୟା ବୃଦ୍ଧି ହୁଏ।
    – ମନ ଖୁସି କରିବା ପାଇଁ ନିଜ ଇଚ୍ଛା ଅନୁସାରେ କାମ କରନ୍ତୁ। ଅଧିକାଂଶ ସମୟ ଟେଲିଭିଜନରେ ହାସ୍ୟରସାତ୍ମକ କାର୍ୟ୍ୟକ୍ରମ ଦେଖିବା ସହ ପତ୍ରିକା ଆଦି ପଢ଼ି ମନ ହାଲୁକା କରିପାରିବେ।
    – ମାନସିକ ଚାପ ବଢ଼ିଲେ ସମୟକ୍ରମେ ଆମ ମସ୍ତିଷ୍କର ଆଭ୍ୟନ୍ତରୀଣ ଆକୃତି ମଧ୍ୟ ପରିବର୍ତ୍ତନ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

    Maximum 500 characters

    ବିଶେଷ View all

    Find Us on Facebook