Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

ଖେଳ ଖବର

ମୁଖ୍ୟ ଖବର

    ଡେନମାର୍କ ଓପନ କ୍ୱାର୍ଟରରେ ଶ୍ରୀକାନ୍ତ

    Share on :
    ajab-Image
    Date: Oct 15, 2020    Views: 2573

    ଓଡେନ୍ସେ : ଡେନମାର୍କ ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାତୀୟ ତାରକା କିଦାମ୍ବି ଶ୍ରୀକାନ୍ତ । ପଞ୍ଚମ ସିଡ ଶ୍ରୀକାନ୍ତ ଜାସନ ଆନ୍ଥୋନୀ ହୋ ସୁଏଙ୍କୁ ୩୩ ମିନିଟରେ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ଶ୍ରୀକାନ୍ତ ୨୧-୧୫ ଏବଂ ୨୧-୧୪ ସେଟରେ ବିଜୟୀ ହୋଇଥିଲେ ।  ଚଳିତବର୍ଷ ଅନୁଷ୍ଠିତ ହେଉଥିବା ଏହି ଏକମାତ୍ର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଭାବରେ ରହିଛନ୍ତି କେ ଶ୍ରୀକାନ୍ତ । କରୋନା କାରଣରୁ ବିଡବ୍ଲ୍ୟୁଏଫ ପକ୍ଷରୁ ଏହାର ଏସିଆ ଲେଗ ଏବଂ ୱାର୍ଲ୍ଡ ଟୁର ଫାଇନାଲ ଜାନୁୟାରୀକୁ ଘୁଞ୍ଚାଇ ଦିଆଯାଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook