Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବରମୁଣ୍ଡା ବ୍ରିଜ ତଳେ ଉଲଗ୍ନ ମୃତଦେହ

    Share on :
    ajab-Image
    Date: Aug 1, 2020    Views: 4311

    ଭୁବନେଶ୍ୱର:  ରାଜଧାନୀର ବରମୁଣ୍ଡା ଓଭର ବ୍ରିଜ ତଳୁ ଶନିବାର ଏକ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ ।  ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି   ମୃତଦେହକୁ ଜବତ କରିବା ସହ ଘଟଣାର ତନାଘନା କରୁଛି । ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବାବେଳେ  ସେ ବ୍ରିଜରୁ ଡେଇଁ ପଡ଼ିଥିବା ସନେ୍ଦହ କରାଯାଉଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook