Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନ ପ୍ରିୟତମ ବୋଲି ପ୍ରମାଣିତ : ଦାମ

    Share on :
    ajab-Image
    Date: Oct 26, 2019    Views: 451

    ଭୁବନେଶ୍ୱର : ବିଜେପି ଛାଡ଼ିବା ପରେ ଡାକ୍ତର ଦାମୋଦର ରାଉତଙ୍କ ଆଭିମୁଖ୍ୟ ବଦଳିଯାଇଛି  । ବୁଲେଇ ବଙ୍କେଇ ସିଏ ବିଜେଡ଼ି ସୁପି୍ରମୋଙ୍କୁ ପ୍ରଶଂସା କରିଛନ୍ତି  ।

    ବିଜେପୁର ନିର୍ବାଚନ ଫଳାଫଳ ନେଇ ଦାମ କହିଛନ୍ତିଯେ, ଓଡ଼ିଶାରେ ଲୋକମାନେ ଜାତୀୟ ଦଳକୁ ଗ୍ରହଣ କରୁନାହାନ୍ତି  । ସେମାନେ ଆଂଚଳିକ ଦଳକୁ ହିଁ ଗ୍ରହଣ କରୁଛନ୍ତି  । ନବୀନ ଓଡ଼ିଶାର ପ୍ରିୟତମ ନେତା ବୋଲି ବିଜେପୁର ନିର୍ବାଚନରେ ପ୍ରମାଣିତ ହୋଇଯାଇଛି  । ସେହିପରି ବିଜୁ ବାବୁ ତାଙ୍କୁ ରାଜନୀତିକୁ ଆଣିଥିବାବେଳେ ସେ ନବୀନଙ୍କ ସହ ବି କାମ କରିଛନ୍ତି  । ସେ କେବେ ବିଜେଡ଼ି ପ୍ରତି ବିମୁଖ ନଥିଲେ  । କେବେବି ନେତାଙ୍କ ବିରୋଧରେ ବି ସେ କିଛି କହିନାହାନ୍ତି  । ସେ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ଓ ଦଳ ତାଙ୍କୁ ବହିଷ୍କାର କରିଛି ବୋଲି ଡାକ୍ତର ରାଉତ ପ୍ରକାଶ କରିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook