Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗୁରୁବାର ଠାରୁ ରାଜ୍ୟରେ ଚାଲିବ ଘରୋଇ ବସ

ବରଗଡ଼: ମେଳଛାମୁଣ୍ଡା ଥାନା ସୁକଲତରମା ଜଙ୍ଗଲରେ ମାଓବାଦୀ- ଡିଭିଏଫ ଗୁଳି ବିନିମୟ

ଶିକ୍ଷକଙ୍କୁ ଆକ୍ରମଣ କଲେ ବରଦାସ୍ତ କରାଯିବନି: ମନ୍ତ୍ରୀ

ଗୁରୁବାର କଂଗ୍ରେସର ‘ସ୍ପିକ ଅଫ ଇଣ୍ଡିଆ’

ଭଦ୍ରକ: ବିଦୁ୍ୟତ ତାର ସଂସ୍ପର୍ଶରେ ୫ ବର୍ଷର ଶିଶୁ କନ୍ୟା ମୃତ

ପୁରୀ: ଦଇତାପତିଙ୍କ ହେଲା କରୋନା ଟେଷ୍ଟ

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ଆଜି ୧୦ ଜିଲ୍ଲାରୁ ୭୬ କରୋନା ପଜିଟିଭ ଚିହ୍ନଟ

banner

ତାଜା ଖବର

ମୁଖ୍ୟ ଖବର

    ଆରଡ଼ିରେ ବୁଲ୍‍ବୁଲ୍‍ର ତାଣ୍ଡବ

    Share on :
    ajab-Image
    Date: Nov 9, 2019    Views: 996

    ଆରଡ଼ି : ଭଦ୍ରକର ଆରଡ଼ିରେ ବାତ୍ୟା ବୁଲ୍‍ବୁଲ୍‍ର ତାଣ୍ଡବ ଦେଖାଯାଉଛି। ଚାନ୍ଦବାଲିର ତଳିଆ ଅଞ୍ଚଳରେ ୧୪୦/୧୫୦ ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହେଉଛି। ପବନ ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ , କଚା ଘରର ଛପର ମଧ୍ୟ ଉଡ଼ିଯାଇଥିବା ଜଣାପଡ଼ିଛି। ଏହାସହ ଆଖଣ୍ଡଳମଣିକୁ ଯାତାୟତ ଠପ୍‍ ହୋଇଯାଇଛି। ସମସ୍ତ ରାସ୍ତାରେ ଗଛ ପଡ଼ିରହିଥିବାରୁ ଫନି ଠାରୁ ବୁଲ୍‍ବୁଲ୍‍ ଭୟଙ୍କର ରୂପ ନେଉଛି ବୋଲି ସୂଚନା ମିଳିଛି।

    Maximum 500 characters

    ତାଜା ଖବର View all

    Find Us on Facebook