Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୱାସିଂଟନଙ୍କ ସାନଦାର ୮୫ ରନ, ଭାରତ ୩୩୭ରେ ଅଲଆଉଟ

    Share on :
    ajab-Image
    Date: Feb 8, 2021    Views: 3429

    ଭୁବନେଶ୍ୱର : ଇଂଲଣ୍ଡର ବୃହତ ଇନିଂସ ଜବାବ ଦେଇପାରିନାହିଁ  । ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ସତ୍ୱେ ଭାରତର ନିମ୍ନ ଭାଗର ଖେଳାଳୀଙ୍କ ଭଲ ପ୍ରଦର୍ଶନ ପାଇଁ ଦଳ ୩୩୭ ରନ କରିପାରିଛି  । ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ କରିଥିବାବେଳେ ଭାରତ ୩୩୭ ରନ କରିପାରିଛି  ।

    ରୋହିତ ଶର୍ମା ୬, ସୁବମନ ଗିଲ ୨୯, ଚେତେଶ୍ୱର ପୂଜାରା ୩୭, ବିରାଟ କୋହଲି ୧୧, ଆଜିଙ୍କ୍ୟା ରାହାନେ ୧, ଋଷଭ ପନ୍ତ ୯୧, ୱାସିଂଟନ ସୁନ୍ଦର ନଟଆଉଟ ୮୫, ରବୀଚନ୍ଦ୍ର ଅଶ୍ୱିନ ୩୧, ଈଶାନ୍ତ ଶର୍ମା ୪, ଯଶପ୍ରୀତ ବୁମରା ଓ ଶାହାବାଜ ନବୀନ ଡକରେ ଆଉଟ ହୋଇଛନ୍ତି  । ଭାରତ ନିଜର ପ୍ରଥମ ପାଳିରେ ମାତ୍ର ୯୫.୫ ଓଭରରେ ଅଲଆଉଟ ହୋଇଯାଇଛି  । ଭାରତ ୨୪୧ ରନ ପଛରେ ରହିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook