Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ଖେଳ ଖବର

ମୁଖ୍ୟ ଖବର

    ପ୍ରଥମ ଶ୍ରେଣୀ କି୍ରକେଟରଙ୍କ ପାଇଁ ଲାଗୁ ହେବ ଚୁକ୍ତି ବ୍ୟବସ୍ଥା

    Share on :
    ajab-Image
    Date: Oct 30, 2019    Views: 410

    ମୁମ୍ବାଇ: ବିସିସିଆଇର ପ୍ରଥମ ଶ୍ରେଣୀ କ୍ରିକେଟରେ ଖୁବ୍ ଶୀଘ୍ର ପରିବର୍ତ୍ତନ ଆଶିବାକୁ ଯାଉଛି । ଏ ନେଇ ନୂଆ ସଭାପତି ସୌରଭ ଗାଙ୍ଗୁଲି ଯୋଜନା ପ୍ରସ୍ତୁତ କରି ସାରିଛନ୍ତି । ସେ ଦେଇଥିବା ସୂଚନା ଅନୁସାରେ ପ୍ରଥମ ଶ୍ରେଣୀ କି୍ରକେଟର ମାନଙ୍କ ପାଇଁ ନୂଆ ଚୁକ୍ତି ବ୍ୟବସ୍ଥା ଲାଗୁ କରାଯିବ ।
    ସୌରଭ କହିଛନ୍ତି, ଘରୋଇ କି୍ରକେଟରଙ୍କ ଉପରେ ଅଧିକ ଫୋକସ ଦେବାର ସମୟ ଆସିଛି । ସେହି ଅନୁସାରେ ଆମେ ଯୋଜନା ପ୍ରସ୍ତୁତ କରୁଛୁ । ପ୍ରଥମ ଶ୍ରେଣୀ କି୍ରକେଟରଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରିବା ପାଇଁ ଯୋଜନା ହୋଇଛି । ବୋର୍ଡର ନୂଆ ଅର୍ଥ କମିଟିକୁ ଚୁକ୍ତି ପ୍ରସ୍ତାବ ପ୍ରସ୍ତୁତ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ବହୁ କିଛି କାମ ବାକି ରହିଛି । ହୁଏତ ଏହି କାର୍ଯ୍ୟ ପାଇଁ ୩/୪ ସପ୍ତାହ ଲାଗି ଯାଇପାରେ ।

    Maximum 500 characters

    ଖେଳ ଖବର View all

    Find Us on Facebook