Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସମସ୍ତ ହସ୍ପିଟାଲରେ ସ୍ଥାପନ ହେବ କୋଭିଡ ହେଲ୍ପଡେସ୍କ

    Share on :
    ajab-Image
    Date: Sep 22, 2020    Views: 4248

    ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଏବଂ ବେସକାରୀ ହସ୍ପିଟାଲରେ ପ୍ରତିଷ୍ଠା ହେବ କୋଭିଡ ହେଲ୍ପ ଡେସ୍କ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ନୂତନ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ହସ୍ପିଟାଲରେ ଏହି ହେଲ୍ପଲାଇନ ୨୪ ଘଣ୍ଟା କାର୍ଯ୍ୟ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏହି ହେଲ୍ପ ଡେସ୍କକୁ ନେଇ ସମସ୍ତ ତଥ୍ୟ ରାଜ୍ୟସ୍ତ୍ରରୀୟ ପ୍ରାଧୀକୃତ ଅଫିସର ଏବଂ ଅତିରିକ୍ତ ଡିଏମଟିଙ୍କୁ ଜଣାଯିବ ବୋଲି ଗାଇଡ ଲାଇନରେ କୁହାଯାଇଛି । ହେଲ୍ପ ଡେସ୍କରେ ସବୁ ସମୟରେ ପର୍ଯ୍ୟାପ୍ତ କର୍ମଚାରୀ ରଖିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । କେବଳ ଫୋନ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ସୋସିଆଲ ମିଡିଆରେ ରୋଗୀଙ୍କ ସମସ୍ତ କଥା ଶୁଣିବାକୁ କୁହଯାଇଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook