ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟରେ ଆଉ ୮୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୬୫ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୮୨, ଖୋର୍ଦ୍ଧାରେ ୮୧, ବାଲେଶ୍ୱରରେ ୬୧, ମୟୂରଭଞ୍ଜରେ ୫୩, କେନ୍ଦୁଝରରେ ୫୧, ନୂଆପଡ଼ାରେ ୫୧, କଟକରେ ୪୭, ଜଗତସିଂହପୁରରେ ୪୪, ସମ୍ବଲପୁରରେ ୪୦, କେନ୍ଦ୍ରାପଡ଼ାରେ ୩୮, ଅନୁଗୁଳରେ ୩୪, ବରଗଡ଼ରେ ୩୦, ବଲାଙ୍ଗୀରରେ ୨୭, ଝାରସୁଗୁଡ଼ାରେ ୨୧, ପୁରୀରେ ୨୦, ଯାଜପୁରରେ ୧୭, କଳାହାଣ୍ଡିରେ ୧୩, ଢେଙ୍କାନାଳରେ ୧୨, ନବରଙ୍ଗପୁରରେ ୯, ନୟାଗଡ଼ରେ ୯, ରାୟଗଡ଼ାରେ ୯, ମାଲକାନାଗିରିରେ ୮, ଭଦ୍ରକରେ ୭, ଗଞ୍ଜାମରେ ୬, ବୌଦ୍ଧରେ ୫, କନ୍ଧମାଳରେ ୫, କୋରାପୁଟରେ ୫, ଦେବଗଡ଼ରେ ୪, ଗଜପତିରେ ୩, ସୋନପୁରରେ ୧ ଓ ରାଜ୍ୟ ପୁଲରେ ୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Comments ସମସ୍ତ ମତାମତ