Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭଲ ଖବର : ଦେଶରେ ସୁସ୍ଥ ହେଲେଣି ୮୮ ଲକ୍ଷ ୮୯ ହଜାର, କେଉଁ ରାଜ୍ୟରେ କେତେ ?

    Share on :
    ajab-Image
    Date: Dec 1, 2020    Views: 3246

    ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୬୨ ହଜାର ୮୦୯ରେ ପହଁଚିଛି  । ସେହିପରି ୮୮ ଲକ୍ଷ ୮୯ ହଜାର ୫୮୫ ଜଣ ସୁସ୍ଥ ହୋଇଥିବାବେଳେ ୪ ଲକ୍ଷ ୩୫ ହଜାର ୬୦୩ ଜଣ ଚିକିତ୍ସିତ ହେଉଛନ୍ତି  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି  ।  ଏବେ କେଉଁ ରାଜ୍ୟରେ କେତେ ସୁସ୍ଥ ହୋଇଛନ୍ତି ତାହାର ସାରଣୀ ନିମ୍ନରେ ପ୍ରଦାନ କରାଗଲା  ।

    ଆନ୍ଧ୍ରପ୍ରଦେଶ : ୮୫୩୨୩୨
    ଆସାମ : ୨୦୮୩୯୬
    ବିହାର : ୨୨୭୯୮୭
    ଛତିଶଗଡ଼ : ୧୮୫୧୫୨
    ଦିଲ୍ଲୀ : ୫୨୮୩୧୫
    ଗୋଆ : ୪୫୯୪୦
    ଗୁଜୁରାଟ : ୧୯୦୮୨୧
    ହରିୟାଣା : ୨୧୩୩୩୬
    ହିମାଚଳ ପ୍ରଦେଶ : ୩୧୫୮୪
    ଜାମ୍ମୁକାଶ୍ମୀର : ୧୦୩୫୬୫
    ଝାରଖଣ୍ଡ : ୧୦୬୧୭୧
    କର୍ଣ୍ଣାଟକ : ୮୪୯୮୨୧
    କେରଳ : ୫୩୮୭୧୩
    ମଧ୍ୟପ୍ରଦେଶ : ୧୮୮୦୯୭
    ମହାରାଷ୍ଟ୍ର : ୧୬୮୫୧୨୨
    ମଣିପୁର : ୨୧୫୬୬
    ଓଡ଼ିଶା : ୩୧୨୦୬୫
    ପଞ୍ଜାବ : ୧୩୯୪୪୨
    ରାଜସ୍ଥାନ : ୨୩୭୦୯୮
    ତାମିଲନାଡୁ : ୭୫୯୨୦୬
    ତେଲେଙ୍ଗାନା : ୨୫୯୨୩୦
    ତ୍ରିପୁରା : ୩୧୭୬୪
    ଉତରାଖଣ୍ଡ : ୬୮୫୦୫
    ଉତରପ୍ରଦେଶ : ୫୧୨୦୨୮
    ପଶ୍ଚିମବଙ୍ଗ : ୪୫୦୭୬୨

    Maximum 500 characters

    ତାଜା ଖବର View all

    Find Us on Facebook