Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭଲ ଖବର : ରାଜ୍ୟରୁ ଆଜି ୧୦୧୧ କରୋନା ଆକ୍ରାନ୍ତ ସୁସ୍ଥ

    Share on :
    ajab-Image
    Date: Nov 21, 2020    Views: 2858

    ଭୁବନେଶ୍ୱର : ରାଜ୍ୟରୁ ଆଜି ୧୦୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆରୋଗ୍ୟଙ୍କ ମଧ୍ୟରୁ ସର୍ବାଧିକ୧୩୮ ଜଣ ଅନୁଗୁଳରୁ ରହିଥିବା ବେଳେ ଖୋର୍ଦ୍ଧାରୁ ୧୧୪ ଜଣ, ବଲାଙ୍ଗୀରରୁ ୮୧ ଜଣ, କଟକରୁ ୭୮ ଜଣ, ମୟୁରଭଞ୍ଜରୁ ୭୬, ବାଲେଶ୍ୱରରୁ ୪୫, ଜଗତସିଂହପୁରରୁ ୪୫, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡିରୁ ୪୦, ସୁନ୍ଦରଗଡରୁ ୩୯, ବରଗଡରୁ ୩୪, ନୂଆପଡାରୁ ୨୯, ଯାଜପୁରରୁ ୨୮, ପୁରୀରୁ ୨୬, ଢେଙ୍କାନାଳରୁ ୨୪, କେନ୍ଦୁଝରରୁ ୨୦, ନବରଙ୍ଗପୁରରୁ ୧୯, ଝାରସୁଗୁଡାରୁ ୧୮, ସମ୍ବଲପୁରରୁ ୧୬, ଗଞ୍ଜାମରୁ ୧୨, ନୟାଗଡରୁ ୧୨, ଭଦ୍ରକରୁ ୧୦, କନ୍ଧମାଳରୁ ୧୦, କୋରାପୁଟରୁ ୯, ସୋନପୁରରୁ ୯, ମାଲକାନଗିରିରୁ ୫, ଦେବଗଡରୁ ୩, ରାୟଗଡାରୁ ୩, ଗଜପତିରୁ ୨ ଏବଂ ଷ୍ଟେଟପୁଲରୁ ୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୪ ହଜାର ୯୦୮ରେ ପହଞ୍ଚିଛି ।

    Maximum 500 characters

    ତାଜା ଖବର View all

    Find Us on Facebook