ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟରେ ଆଉ ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୩୬୪ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୨୪୪୨୨୭ ଜଣ ସୁସ୍ଥ ହୋଇ ସାରିଲେଣି । ୨୨୯୪୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ରାଜ୍ୟରେ ଏଯାବତ କେଉଁ ଜିଲାରୁ କେତେ ସୁସ୍ଥ ହେଲେଣି ତା’ର ସାରଣୀ ନିମ୍ନରେ ପ୍ରଦାନ କରାଗଲା ।
ଅନୁଗୁଳ : ୫୩୩୬
ବାଲେଶ୍ୱର : ୮୩୦୫
ବରଗଡ଼ : ୭୧୬୮
ଭଦ୍ରକ : ୫୭୪୯
ବଲାଙ୍ଗୀର : ୫୦୩୦
ବୌଦ୍ଧ : ୨୦୯୭
କଟକ : ୨୨୪୬୩
ଦେବଗଡ଼ : ୮୦୮
ଢେଙ୍କାନାଳ : ୪୨୩୫
ଗଜପତି : ୩୬୮୧
ଗଞ୍ଜାମ : ୨୦୪୦୬
ଜଗତସିଂହପୁର : ୫୮୯୧
ଯାଜପୁର : ୯୨୦୭
ଝାରସୁଗୁଡ଼ା : ୫୨୯୯
କଳାହାଣ୍ଡି : ୩୭୭୭
କନ୍ଧମାଳ : ୫୦୨୩
କେନ୍ଦ୍ରାପଡ଼ା : ୫୯୭୫
କେନ୍ଦୁଝର : ୫୧୨୭
ଖୋର୍ଦ୍ଧା : ୪୨୧୯୨
କୋରାପୁଟ : ୬୪୪୫
ମାଲକାନାଗିରି : ୪୦୫୫
ମୟୂରଭଞ୍ଜ : ୮୯୬୪
ନବରଙ୍ଗପୁର : ୪୨୪୧
ନୟାଗଡ଼ : ୫୨୧୭
ନୂଆପଡ଼ା : ୪୧୦୬
ପୁରୀ : ୧୦୯୯୫
ରାୟଗଡ଼ା : ୭୭୧୩
ସମ୍ବଲପୁର : ୬୭୯୬
ସୁବର୍ଣ୍ଣପୁର : ୩୪୮୧
ସୁନ୍ଦରଗଡ଼ : ୮୨୨୧
ଷ୍ଟେଟ ପୁଲ : ୬୨୨୪
Comments ସମସ୍ତ ମତାମତ