Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

ତାଜା ଖବର

ମୁଖ୍ୟ ଖବର

    ଭଲ ଖବର : ରାଜ୍ୟରେ ସୁସ୍ଥ ହେଲେଣି ୨୪୪୨୨୭

    Share on :
    ajab-Image
    Date: Oct 18, 2020    Views: 2673

    ଭୁବନେଶ୍ୱର : ରାଜ୍ୟରେ ଆଉ ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୩୬୪ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୨୪୪୨୨୭ ଜଣ ସୁସ୍ଥ ହୋଇ ସାରିଲେଣି  । ୨୨୯୪୯ ଜଣ ଚିକିତ୍ସିତ ହେଉଛନ୍ତି  । ତେବେ ରାଜ୍ୟରେ ଏଯାବତ କେଉଁ ଜିଲାରୁ କେତେ ସୁସ୍ଥ ହେଲେଣି ତା’ର ସାରଣୀ ନିମ୍ନରେ ପ୍ରଦାନ କରାଗଲା  ।
    ଅନୁଗୁଳ : ୫୩୩୬
    ବାଲେଶ୍ୱର : ୮୩୦୫
    ବରଗଡ଼ : ୭୧୬୮
    ଭଦ୍ରକ : ୫୭୪୯
    ବଲାଙ୍ଗୀର : ୫୦୩୦
    ବୌଦ୍ଧ : ୨୦୯୭
    କଟକ : ୨୨୪୬୩
    ଦେବଗଡ଼ : ୮୦୮
    ଢେଙ୍କାନାଳ : ୪୨୩୫
    ଗଜପତି : ୩୬୮୧
    ଗଞ୍ଜାମ : ୨୦୪୦୬
    ଜଗତସିଂହପୁର : ୫୮୯୧
    ଯାଜପୁର : ୯୨୦୭
    ଝାରସୁଗୁଡ଼ା : ୫୨୯୯
    କଳାହାଣ୍ଡି : ୩୭୭୭
    କନ୍ଧମାଳ : ୫୦୨୩
    କେନ୍ଦ୍ରାପଡ଼ା : ୫୯୭୫
    କେନ୍ଦୁଝର : ୫୧୨୭
    ଖୋର୍ଦ୍ଧା : ୪୨୧୯୨
    କୋରାପୁଟ : ୬୪୪୫
    ମାଲକାନାଗିରି : ୪୦୫୫
    ମୟୂରଭଞ୍ଜ : ୮୯୬୪
    ନବରଙ୍ଗପୁର : ୪୨୪୧
    ନୟାଗଡ଼ : ୫୨୧୭
    ନୂଆପଡ଼ା : ୪୧୦୬
    ପୁରୀ : ୧୦୯୯୫
    ରାୟଗଡ଼ା : ୭୭୧୩
    ସମ୍ବଲପୁର : ୬୭୯୬
    ସୁବର୍ଣ୍ଣପୁର : ୩୪୮୧
    ସୁନ୍ଦରଗଡ଼ : ୮୨୨୧
    ଷ୍ଟେଟ ପୁଲ : ୬୨୨୪

    Maximum 500 characters

    ତାଜା ଖବର View all

    Find Us on Facebook