Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟରେ ୨ ଲକ୍ଷ ୬୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ଜିଲାରେ କେତେ

    Share on :
    ajab-Image
    Date: Oct 18, 2020    Views: 2718

    ଭୁବନେଶ୍ୱର : ରାଜ୍ୟରେ ଆଉ ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୩୬୪ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୯୪୯ ଜଣ ଚିକିତ୍ସିତ ହେଉଛନ୍ତି  । ତେବେ ରାଜ୍ୟରେ ଏଯାବତ କେଉଁ ଜିଲାରୁ କେତେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାର ସାରଣୀ ନିମ୍ନରେ ପ୍ରଦାନ କରାଗଲା  ।
    ଅନୁଗୁଳ : ୬୭୮୭
    ବାଲେଶ୍ୱର : ୯୩୩୭
    ବରଗଡ଼ : ୭୯୯୬
    ଭଦ୍ରକ : ୬୨୬୯
    ବଲାଙ୍ଗୀର : ୫୮୫୮
    ବୌଦ୍ଧ : ୨୩୬୮
    କଟକ : ୨୪୨୮୨
    ଦେବଗଡ଼ : ୯୧୦
    ଢେଙ୍କାନାଳ : ୪୬୨୮
    ଗଜପତି : ୩୭୬୫
    ଗଞ୍ଜାମ : ୨୦୮୨୫
    ଜଗତସିଂହପୁର : ୬୫୮୯
    ଯାଜପୁର : ୧୦୧୪୨
    ଝାରସୁଗୁଡ଼ା : ୫୭୭୩
    କଳାହାଣ୍ଡି : ୪୫୩୦
    କନ୍ଧମାଳ : ୫୩୫୪
    କେନ୍ଦ୍ରାପଡ଼ା : ୬୭୪୮
    କେନ୍ଦୁଝର : ୫୫୩୮
    ଖୋର୍ଦ୍ଧା : ୪୫୯୪୪
    କୋରାପୁଟ : ୬୯୧୦
    ମାଲକାନାଗିରି : ୪୪୫୩
    ମୟୂରଭଞ୍ଜ : ୧୦୨୫୨
    ନବରଙ୍ଗପୁର : ୪୭୩୧
    ନୟାଗଡ଼ : ୫୬୦୪
    ନୂଆପଡ଼ା : ୪୭୬୫
    ପୁରୀ : ୧୧୭୭୧
    ରାୟଗଡ଼ା : ୭୯୧୫
    ସମ୍ବଲପୁର : ୭୫୨୧
    ସୁବର୍ଣ୍ଣପୁର : ୪୦୯୦
    ସୁନ୍ଦରଗଡ଼ : ୯୭୪୫
    ଷ୍ଟେଟ ପୁଲ : ୬୯୬୪

    Maximum 500 characters

    ତାଜା ଖବର View all

    Find Us on Facebook