Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କମୁଛି ସଂକ୍ରମଣ, ଆଜି ୨୦୧୯ ନୂଆ ଆକ୍ରାନ୍ତ ଚିହ୍ନଟ

    Share on :
    ajab-Image
    Date: Oct 18, 2020    Views: 2760

    ଭୁବନେଶ୍ୱର : ରାଜ୍ୟରେ ଆଜି ୨୦୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୧୧୬୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୫୧ଟି ଲୋକାଲ କେସ ରହିଛି  । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୩୬୪ରେ ପହଞ୍ଚô ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪୪ ହଜାର ୨୨୭ ଜଣ ସୁସ୍ଥ ହୋଇ ସାରିଲେଣି  । ବର୍ତ୍ତମାନ ସୁଦ୍ଧ ୨୨ ହଜାର ୯୪୯ ଜଣ ଚିକିତ୍ସାଧୀନ ରହିଛନ୍ତି  । 

    ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଅନୁଗୁଳରୁ ୧୨୯, ବାଲେଶ୍ୱର ୬୯, ବରଗଡ଼ ୭୭, ଭଦ୍ରକ ୪୧, ବଲାଙ୍ଗୀର ୭୧, ବୌଦ୍ଧ ୧୨, କଟକ ୧୫୦, ଦେବଗଡ଼ ୨୦, ଢେ଼ଙ୍କାନାଳ ୩୮, ଗଜପତି ୬, ଗଞ୍ଜାମ ୩୩, ଜଗତସିଂହପୁର ୬୪, ଯାଜପୁର ୭୩, ଝାରସୁଗୁଡ଼ା ୪୩, କଳାହାଣ୍ଡି ୬୯, କନ୍ଧମାଳ ୩୧, କେନ୍ଦ୍ରାପଡ଼ା ୬୧, କେନ୍ଦୁଝର ୫୮, ଖୋର୍ଦ୍ଧା ୨୮୩, କୋରାପୁଟ ୪୧, ମାଲକାନଗିରି ୨୦, ମୟୂରଭଞ୍ଜ ୧୧୧, ନବରଙ୍ଗପୁର ୬୦, ନୟାଗଡ଼ ୪୦, ନୂଆପଡ଼ା ୯୦, ପୁରୀ ୩୦, ରାୟଗଡ଼ା ୨୪, ସମ୍ବଲପୁର ୫୨, ସୋନପୁର ୬୮, ସୁନ୍ଦରଗଡ଼ ୯୯ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook