Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଲା, କେଉଁ ଜିଲ୍ଲାରେ କେତେ ?

    Share on :
    ajab-Image
    Date: Aug 1, 2020    Views: 2988

    ଭୁବନେଶ୍ୱର : ରାଜ୍ୟରେ ଆଉ ୧୬୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୭୯ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୨୦୫୧୮ ଜଣ ସୁସ୍ଥ ହୋଇସାରିଛନ୍ତି  । ଅପରପକ୍ଷରେ ୧୨୭୩୭ ଜଣ ଚିକିତ୍ସିତ ହେଉଛନ୍ତି  ।

    ଅନୁଗୁଳ : ୩୪୫
    ବାଲେଶ୍ୱର : ୧୦୦୦
    ବରଗଡ଼ : ୪୨୫
    ଭଦ୍ରକ : ୬୨୬
    ବଲାଙ୍ଗୀର : ୪୬୩
    ବୌଦ୍ଧ : ୧୪୬
    କଟକ : ୨୧୨୫
    ଦେବଗଡ଼ : ୯୪
    ଢେଙ୍କାନାଳ : ୩୪୫
    ଗଜପତି : ୧୫୧୦
    ଗଞ୍ଜାମ : ୧୦୬୭୨
    ଜଗତସିଂହପୁର : ୭୨୯
    ଯାଜପୁର : ୧୨୮୮
    ଝାରସୁଗୁଡ଼ା : ୩୧୭
    କଳାହାଣ୍ଡି : ୨୩୭
    କନ୍ଧମାଳ : ୫୭୨
    କେନ୍ଦ୍ରାପଡ଼ା : ୪୯୨
    କେନ୍ଦୁଝର : ୭୮୮
    ଖୋର୍ଦ୍ଧା : ୪୪୮୫
    କୋରାପୁଟ : ୮୧୭
    ମାଲକାନାଗିରି : ୫୬୬
    ମୟୂରଭଞ୍ଜ : ୬୯୧
    ନବରଙ୍ଗପୁର : ୨୭୮
    ନୟାଗଡ଼ : ୬୫୬
    ନୂଆପଡ଼ା : ୧୪୩
    ପୁରୀ : ୮୦୩
    ରାୟଗଡ଼ା : ୮୯୭
    ସମ୍ବଲପୁର : ୪୩୭
    ସୁବର୍ଣ୍ଣପୁର : ୯୭
    ସୁନ୍ଦରଗଡ଼ : ୧୪୩୫

    Maximum 500 characters

    ତାଜା ଖବର View all

    Find Us on Facebook