Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କରୋନା ନେଲାଣି ୩୬୫୧୧ ଜୀବନ, ଜାଣନ୍ତୁ କେଉଁ ରାଜ୍ୟରେ କେତେ ?

    Share on :
    ajab-Image
    Date: Aug 1, 2020    Views: 3363

    ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮ରେ ପହଁଚିଛି  । ସେମାନଙ୍କ ମଧ୍ୟରୁ ୩୬୫୧୧ ଜଣ ମୃତୁ୍ୟବରଣ କରିଛନ୍ତି  । ୧୦୯୪୩୭୪ ଜଣ ସୁସ୍ଥ ହୋଇଥିବାବେଳେ ୫୬୫୧୦୩ ଜଣ ଚିକିତ୍ସିତ ହେଉଛନ୍ତି  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି  । କେଉଁ ରାଜ୍ୟରେ କେତେ ଜଣ କରୋନାରେ ମୃତୁ୍ୟବରଣ କରିଛନ୍ତି ତାହାର ସାରଣୀ ନିମ୍ନରେ ପ୍ରଦାନ କରାଗଲା  ।

    ଆନ୍ଧ୍ରପ୍ରଦେଶ : ୧୩୪୯
    ଆସାମ : ୯୮
    ବିହାର : ୨୯୬
    ଛତିଶଗଡ଼ : ୫୩
    ଦିଲ୍ଲୀ : ୩୯୬୩
    ଗୋଆ : ୪୫
    ଗୁଜୁରାଟ : ୨୪୪୧
    ହରିୟାଣା : ୪୨୧
    ହିମାଚଳ ପ୍ରଦେଶ : ୧୪
    ଜାମ୍ମୁକାଶ୍ମୀର : ୩୭୭
    ଝାରଖଣ୍ଡ : ୧୦୬
    କର୍ଣ୍ଣାଟକ : ୨୩୧୪
    କେରଳ : ୭୩
    ମଧ୍ୟପ୍ରଦେଶ : ୮୬୭
    ମହାରାଷ୍ଟ୍ର : ୧୪୯୯୪
    ମଣିପୁର : ୫
    ଓଡ଼ିଶା : ୧୭୭
    ପଞ୍ଜାବ : ୩୮୬
    ରାଜସ୍ଥାନ : ୬୭୪
    ତାମିଲନାଡୁ : ୩୯୩୫
    ତେଲେଙ୍ଗାନା : ୫୧୯
    ତ୍ରିପୁରା : ୨୧
    ଉତରାଖଣ୍ଡ : ୮୦
    ଉତରପ୍ରଦେଶ : ୧୬୩୦
    ପଶ୍ଚିମବଙ୍ଗ : ୧୫୮୧

    Maximum 500 characters

    ତାଜା ଖବର View all

    Find Us on Facebook