ମୁଖ୍ୟ ଖବର
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୩୬୫୧୧ ଜଣ ମୃତୁ୍ୟବରଣ କରିଛନ୍ତି । ୧୦୯୪୩୭୪ ଜଣ ସୁସ୍ଥ ହୋଇଥିବାବେଳେ ୫୬୫୧୦୩ ଜଣ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏବେ କେଉଁ ରାଜ୍ୟରେ କେତେ ସକ୍ରିୟ ମାମଲା ରହିଛି ତାହାର ସାରଣୀ ନିମ୍ନରେ ପ୍ରଦାନ କରାଗଲା ।
ଆନ୍ଧ୍ରପ୍ରଦେଶ : ୭୫୧୨୦
ଆସାମ : ୯୮୧୪
ବିହାର : ୧୭୫୭୯
ଛତିଶଗଡ଼ : ୨୮୦୩
ଦିଲ୍ଲୀ : ୧୦୭୦୫
ଗୋଆ : ୧୬୫୭
ଗୁଜୁରାଟ : ୧୪୦୯୦
ହରିୟାଣା : ୬୩୧୭
ହିମାଚଳ ପ୍ରଦେଶ : ୧୦୯୧
ଜାମ୍ମୁକାଶ୍ମୀର : ୭୭୬୫
ଝାରଖଣ୍ଡ : ୬୫୩୮
କର୍ଣ୍ଣାଟକ : ୭୨୦୧୩
କେରଳ : ୧୦୫୧୭
ମଧ୍ୟପ୍ରଦେଶ : ୮୬୬୮
ମହାରାଷ୍ଟ୍ର : ୧୫୦୯୬୬
ମଣିପୁର : ୯୨୭
ଓଡ଼ିଶା : ୧୧୧୮୨
ପଞ୍ଜାବ : ୪୯୯୯
ରାଜସ୍ଥାନ : ୧୧୫୮୯
ତାମିଲନାଡୁ : ୫୭୯୬୮
ତେଲେଙ୍ଗାନା : ୧୬୭୯୬
ତ୍ରିପୁରା : ୧୬୩୦
ଉତରାଖଣ୍ଡ : ୨୯୩୫
ଉତରପ୍ରଦେଶ : ୩୪୯୬୮
ପଶ୍ଚିମବଙ୍ଗ : ୨୦୨୩୩
Comments ସମସ୍ତ ମତାମତ