Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ଜିଲ୍ଲାରେ କେତେ ?

    Share on :
    ajab-Image
    Date: Jun 30, 2020    Views: 3374

    ଭୁବନେଶ୍ୱର : ରାଜ୍ୟରେ ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଫଳରେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ରେ ପହଁଚିଥିବାବେଳେ ୪୯୪୬ ଜଣ ସୁସ୍ଥ ହୋଇଛନ୍ତି  । ସେହିପରି ୨୦୮୭ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି  । ଏଯାବତ ରାଜ୍ୟରେ ୨୬୫୪୩୧ ଟେଷ୍ଟ ହୋଇଛି  ।

    ଅନୁଗୁଳ : ୬୯
    ବାଲେଶ୍ୱର : ୩୫୧
    ବରଗଡ଼ : ୯୭
    ଭଦ୍ରକ : ୨୩୨
    ବଲାଙ୍ଗୀର : ୧୮୩
    ବୌଦ୍ଧ : ୪୨
    କଟକ : ୫୭୫
    ଦେବଗଡ଼ : ୫୭
    ଢେଙ୍କାନାଳ : ୮୦
    ଗଜପତି : ୪୩୫
    ଗଞ୍ଜାମ : ୧୩୭୦
    ଜଗତସିଂହପୁର : ୨୯୮
    ଯାଜପୁର : ୫୧୪
    ଝାରସୁଗୁଡ଼ା : ୧୦୩
    କଳାହାଣ୍ଡି : ୭୧
    କନ୍ଧମାଳ : ୧୭୮
    କେନ୍ଦ୍ରାପଡ଼ା : ୨୪୭
    କେନ୍ଦୁଝର : ୧୪୫
    ଖୋର୍ଦ୍ଧା : ୮୨୧
    କୋରାପୁଟ : ୪୭
    ମାଲକାନାଗିରି : ୯୬
    ମୟୂରଭଞ୍ଜ : ୨୦୮
    ନବରଙ୍ଗପୁର : ୪୨
    ନୟାଗଡ଼ : ୧୪୪
    ନୂଆପଡ଼ା : ୮୨
    ପୁରୀ : ୨୫୫
    ରାୟଗଡ଼ା : ୩୯
    ସମ୍ବଲପୁର : ୫୪
    ସୁବର୍ଣ୍ଣପୁର : ୩୬
    ସୁନ୍ଦରଗଡ଼ : ୧୯୩

    Maximum 500 characters

    ତାଜା ଖବର View all

    Find Us on Facebook