Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟରେ ୧୨୬୯ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ଜିଲ୍ଲାରେ କେତେ ?

    Share on :
    ajab-Image
    Date: May 23, 2020    Views: 3721

    ଭୁବନେଶ୍ୱର : ରାଜ୍ୟରେ ଆଉ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଁଚିଛି  । ଗଞ୍ଜାମରେ ୧୯, ଯାଜପୁରରେ ୧୪, ବାଲେଶ୍ୱରରେ ୩, ପୁରୀରେ ୧୭, କଟକରେ ୧, ସୁନ୍ଦରଗଡ଼ରେ ୫, ନୟାଗଡ଼ରେ  ୫, ବଲାଙ୍ଗୀରରେ ୧, ମାଲକାନାଗିରିରେ ୫, କନ୍ଧମାଳରେ ୨, ଝାରସୁଗୁଡ଼ାରେ ୩, ଗଜପତିରେ ୪ ଓ ନବରଙ୍ଗପୁରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରେ ୭୧ ଜଣ ଥିବାବେଳେ ଦୁଇ ଜଣ ହୋମ କ୍ୱାରେଂଟାଇନରେ ଥିଲେ  । ଅପରପକ୍ଷରେ ସ୍ଥାନୀୟ ଅଂଚଳରୁ ମଧ୍ୟ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

    ଗଞ୍ଜାମ : ୩୪୧
    ଯାଜପୁର : ୨୩୯
    ବାଲେଶ୍ୱର : ୧୨୮
    ଭଦ୍ରକ : ୯୮
    ଖୋର୍ଦ୍ଧା : ୭୪
    ପୁରୀ : ୬୫
    କଟକ : ୫୭
    କେନ୍ଦ୍ରାପଡ଼ା : ୪୦
    ବୌଦ୍ଧ : ୩୩
    ଜଗତସିଂହପୁର : ୩୦
    ସୁନ୍ଦରଗଡ଼ : ୩୩
    ନୟାଗଡ଼ : ୩୨
    ଅନୁଗୁଳ : ୧୯
    ମୟୂରଭଞ୍ଜ : ୧୪
    କଳାହାଣ୍ଡି : ୧୩
    କେନ୍ଦୁଝର : ୧୧
    ବଲାଙ୍ଗୀର : ୯
    ମାଲକାନାଗିରି : ୮
    ସମ୍ବଲପୁର : ୫
    କନ୍ଧମାଳ : ୫
    ଝାରସୁଗୁଡ଼ା : ୫
    ଗଜପତି : ୪
    ଦେବଗଡ଼ : ୨
    ଢେଙ୍କାନାଳ : ୨
    କୋରାପୁଟ : ୧ 
    ନବରଙ୍ଗପୁର : ୧

    Maximum 500 characters

    ତାଜା ଖବର View all

    Find Us on Facebook