ମୁଖ୍ୟ ଖବର
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୬୨ ହଜାର ୮୦୯ରେ ପହଁଚିଛି । ସେହିପରି ୮୮ ଲକ୍ଷ ୮୯ ହଜାର ୫୮୫ ଜଣ ସୁସ୍ଥ ହୋଇଥିବାବେଳେ ୪ ଲକ୍ଷ ୩୫ ହଜାର ୬୦୩ ଜଣ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏବେ କେଉଁ ରାଜ୍ୟରେ କେତେ ସକ୍ରିୟ ମାମଲା ରହିଛି ତାହାର ସାରଣୀ ନିମ୍ନରେ ପ୍ରଦାନ କରାଗଲା ।
ଆନ୍ଧ୍ରପ୍ରଦେଶ : ୭୮୪୦
ଆସାମ : ୩୩୯୯
ବିହାର : ୫୩୫୯
ଛତିଶଗଡ଼ : ୧୯୬୩୫
ଦିଲ୍ଲୀ : ୩୨୮୮୫
ଗୋଆ : ୧୩୩୫
ଗୁଜୁରାଟ : ୧୪୯୭୦
ହରିୟାଣା : ୧୮୩୬୨
ହିମାଚଳ ପ୍ରଦେଶ : ୮୨୮୯
ଜାମ୍ମୁକାଶ୍ମୀର : ୪୯୬୫
ଝାରଖଣ୍ଡ : ୨୦୧୬
କର୍ଣ୍ଣାଟକ : ୨୩୨୯୮
କେରଳ : ୬୨୦୨୫
ମଧ୍ୟପ୍ରଦେଶ : ୧୪୭୭୧
ମହାରାଷ୍ଟ୍ର : ୯୧୬୨୩
ମଣିପୁର : ୩୧୯୮
ଓଡ଼ିଶା : ୪୯୨୧
ପଞ୍ଜାବ : ୭୮୪୨
ରାଜସ୍ଥାନ : ୨୮୬୫୩
ତାମିଲନାଡୁ : ୧୦୯୯୭
ତେଲେଙ୍ଗାନା : ୯୬୨୭
ତ୍ରିପୁରା : ୫୯୨
ଉତରାଖଣ୍ଡ : ୫୦୫୯
ଉତରପ୍ରଦେଶ : ୨୪୦୯୯
ପଶ୍ଚିମବଙ୍ଗ : ୨୪୨୯୮
Comments ସମସ୍ତ ମତାମତ