Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୬ ହଜାର ଟପିଲା, କେଉଁ ରାଜ୍ୟରେ କେତେ ?

    Share on :
    ajab-Image
    Date: Jun 30, 2020    Views: 3106

    ଭୁବନେଶ୍ୱର : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୬ ହଜାର ୮୪୦ରେ ପହଁଚିଛି  । ସେମାନଙ୍କ ମଧ୍ୟରୁ ୩୩୪୮୨୧ ଜଣ ସୁସ୍ଥ ହୋଇଥିବାବେଳେ ୧୬୮୯୩ ଜଣ ମୃତୁ୍ୟବରଣ କରିଛନ୍ତି  । ଅପରପକ୍ଷରେ ୨୧୫୨୧୫  ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି  ।  

    ଆନ୍ଧ୍ରପ୍ରଦେଶ : ୧୩୮୯୧
    ଆସାମ : ୭୭୫୨
    ବିହାର : ୯୬୪୦
    ଚଣ୍ଡୀଗଡ଼ : ୪୩୫
    ଛତିଶଗଡ଼ : ୨୭୬୧
    ଦିଲ୍ଲୀ : ୮୫୧୬୧
    ଗୋଆ : ୧୧୯୮
    ଗୁଜୁରାଟ : ୩୧୯୩୮
    ହରିୟାଣା : ୧୪୨୧୦
    ହିମାଚଳ ପ୍ରଦେଶ : ୯୪୨
    ଜାମ୍ମୁକାଶ୍ମୀର : ୭୨୩୭
    ଝାରଖଣ୍ଡ : ୨୪୨୬
    କର୍ଣ୍ଣାଟକ : ୧୪୨୯୫
    କେରଳ : ୪୧୮୯
    ଲଦାଖ : ୯୬୪
    ମଧ୍ୟପ୍ରଦେଶ : ୧୩୩୭୦
    ମହାରାଷ୍ଟ୍ର : ୧୬୯୮୮୩
    ମଣିପୁର : ୧୨୨୭
    ଓଡ଼ିଶା : ୬୮୫୯
    ପଞ୍ଜାବ : ୫୪୧୮
    ରାଜସ୍ଥାନ : ୧୭୬୬୦
    ତାମିଲନାଡ଼ୁ : ୮୬୨୨୪
    ତେଲେଙ୍ଗାନା : ୧୫୩୯୪
    ତ୍ରିପୁରା : ୧୩୮୦
    ଉତରାଖଣ୍ଡ : ୨୮୩୧
    ଉତରପ୍ରଦେଶ : ୨୨୮୨୮
    ପଶ୍ଚିମବଙ୍ଗ : ୧୭୯୦୭
    ୭୦୦୪ ଜଣ ଆକ୍ରାନ୍ତଙ୍କୁ କେଉଁ କେଉଁ ରାଜ୍ୟ ତାଲିକାଗୁଡ଼ିକରେ ଅନ୍ତର୍ଭୁକ୍ତ କରାଯିବ ତାହା ସ୍ଥିର କରାଯାଇନାହିଁ  । 

    Maximum 500 characters

    ତାଜା ଖବର View all

    Find Us on Facebook