ମୁଖ୍ୟ ଖବର
ଭୁବନେଶ୍ୱର : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୬ ହଜାର ୮୪୦ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୩୩୪୮୨୧ ଜଣ ସୁସ୍ଥ ହୋଇଥିବାବେଳେ ୧୬୮୯୩ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ୨୧୫୨୧୫ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।
ଆନ୍ଧ୍ରପ୍ରଦେଶ : ୧୩୮୯୧
ଆସାମ : ୭୭୫୨
ବିହାର : ୯୬୪୦
ଚଣ୍ଡୀଗଡ଼ : ୪୩୫
ଛତିଶଗଡ଼ : ୨୭୬୧
ଦିଲ୍ଲୀ : ୮୫୧୬୧
ଗୋଆ : ୧୧୯୮
ଗୁଜୁରାଟ : ୩୧୯୩୮
ହରିୟାଣା : ୧୪୨୧୦
ହିମାଚଳ ପ୍ରଦେଶ : ୯୪୨
ଜାମ୍ମୁକାଶ୍ମୀର : ୭୨୩୭
ଝାରଖଣ୍ଡ : ୨୪୨୬
କର୍ଣ୍ଣାଟକ : ୧୪୨୯୫
କେରଳ : ୪୧୮୯
ଲଦାଖ : ୯୬୪
ମଧ୍ୟପ୍ରଦେଶ : ୧୩୩୭୦
ମହାରାଷ୍ଟ୍ର : ୧୬୯୮୮୩
ମଣିପୁର : ୧୨୨୭
ଓଡ଼ିଶା : ୬୮୫୯
ପଞ୍ଜାବ : ୫୪୧୮
ରାଜସ୍ଥାନ : ୧୭୬୬୦
ତାମିଲନାଡ଼ୁ : ୮୬୨୨୪
ତେଲେଙ୍ଗାନା : ୧୫୩୯୪
ତ୍ରିପୁରା : ୧୩୮୦
ଉତରାଖଣ୍ଡ : ୨୮୩୧
ଉତରପ୍ରଦେଶ : ୨୨୮୨୮
ପଶ୍ଚିମବଙ୍ଗ : ୧୭୯୦୭
୭୦୦୪ ଜଣ ଆକ୍ରାନ୍ତଙ୍କୁ କେଉଁ କେଉଁ ରାଜ୍ୟ ତାଲିକାଗୁଡ଼ିକରେ ଅନ୍ତର୍ଭୁକ୍ତ କରାଯିବ ତାହା ସ୍ଥିର କରାଯାଇନାହିଁ ।
Comments ସମସ୍ତ ମତାମତ